ମାଲକାନଗିରି ଜିଲ୍ଲାର ଉନ୍ନୟନ ସମୀକ୍ଷା କଲେ ମନ୍ୟବର ସାଂସଦ

ମାଲକାନଗିରି ଜିଲ୍ଲାର ଉନ୍ନୟନ ସମୀକ୍ଷା କଲେ ମନ୍ୟବର ସାଂସଦ

ମାଲକାନାଗିରି,୨/୯
ମାଲକାନାଗିରି ର ବିଧାୟକ,ଜିଲ୍ଲା ପରିଷଦ ର ଉନ୍ନୟନ ଅଧିକାରୀ,
ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ବନଖଣ୍ଡ ଅଧିକାରୀ,ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତତ୍ୱପୂର୍ଣ
ବୈଠକ ମ।ନ୍ୟବର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗର


ଯୋଜନା ଗୁଡିକ ର ମୂଲ୍ୟାୟନ କରାଯିବା ସହ ଜଡ଼ିତ ସମସ୍ୟା ଉପରେ ସବିଶେଷ ଆଲୋଚନା ହୋଇଥିଲା ଏବଂ ଅ।ଗାମୀ ୨୦୨୯ ଆର୍ଥିକ ବର୍ଷ ପାଇଁ ଆବଶ୍ୟକୀୟ ଉପଯୋଗୀ କାର୍ଯ୍ୟ ପନ୍ଥା ଅବଲମ୍ବନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ
ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *