ସଡ଼କ ଦୁର୍ଘଟଣା

ସଡ଼କ ଦୁର୍ଘଟଣା କ.ନୂଆଗାଁ ତା ୦୧.୧୧.୨୦୨୩ ଆଜି ମଧ୍ୟାନ ସମୟରେ ଧରମପୁର ଠାରେ ଏକ ଗୁଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି।ଖବର ଅନୁସାରେ ଟ୍ରକ ଟି ନମ୍ବର ହେଲା OD21A 3712 ଖୋର୍ଦ୍ଧା ରୁ ଗୁଡ଼ ବୋଝେଇ ରାୟଗଡା ଅଭିମୁଖେ ଯାଉଥିବାବେଳେ ଧରମପୁର ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗାଡ଼ି ରେ ଡ୍ରାଇଭର ହେଲ୍ପର ସମେତ ମୋଟ 3ଜଣ ଥିଲେ । ଦୁର୍ଘଟଣାରେ କିଏ ମୃତାହତ ହୋଇନଥିଲେ ମଧ୍ୟ ସମସ୍ତେ ଆହତ ହୋଇଛନ୍ତି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଧାର କରି 108 ଯୋଗେ ରାଇକିଆ ଗୋଷ୍ଠୀସ୍ୱାସ୍ଥକେନ୍ଦ୍ର କୁ ପଠାଇ ଥିଲେ।।

ରିପୋର୍ଟ-ନିଗମାନନ୍ଦ ପୂଜାରୀ

Leave a Reply

Your email address will not be published. Required fields are marked *