ରୋଟାରୀ କ୍ଲବ ଏକ ଅନୁଷ୍ଠାନ ର ଡି ଏମ ଏଲ୍ ଟି ର ନବାଗତଙ୍କ ୱେଲକମ୍

ଅଦ୍ୟ ଦିନାଙ୍କ ତା 20.08.2025 ରିଖ ବୁଧବାର ଦିନ ଉଦଳା ପାରା ମେଡିକାଲ ଇନ ଷ୍ଟିଚିଉଟ , ଉଦଳା ରୋଟାରୀ କ୍ଳବ୍ ର ଏକ ଅନୁ ଷ୍ଟା ନ୍ ର ଡି ଏମ ଏଲ୍ ଟି ର ନବା ଗତଙ୍କ ୱେଲକମ୍ ବିଧି ବଧ ଭାବେ ୱାଡ ନମ୍ବର 1 ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସମାରୋହ ରେ ଅବସର ପ୍ରାପ୍ତ ସିଡି ଏମ ଓ ଡାକ୍ତର ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ,ନଗର ଅଧକ୍ଷା ପ୍ରମିଳା ପଣ୍ଡା ସମ୍ମାନିତ ଅତିଥି ଏବଂ ଅନୁଷ୍ଠାନ ର ପ୍ରିନ୍ସିପାଲ ଡାକ୍ତର ଭାଗବତ ବେହେରା ,ରୋଟାରୀ ର ସହ ପ୍ରାନ୍ତ ପାଳ ରୋଟାରୀ ଆନ୍ ପ୍ରଦୀପ ପଣ୍ଡା ଏସ ଡି ଏଚ ଉଦଳା ର ବ୍ଲଡ଼ ବେଙ୍କ ଇନ୍ ଚାର୍ଜ ଡାକ୍ତର ପ୍ରିୟଦର୍ଶିନୀ ଏବଂ ରୋଟାରୀ କ୍ଳବ୍ ପ୍ରେସିଡେଣ୍ଟ ପୂର୍ଣ୍ଣ ବିଶ୍ଵାଳ,ପାରାମେଡିକାଲ ର ଅଧକ୍ଷ ରୋଟରିଆ ନ୍ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ଡାଇରେକ୍ଟର ରୋଟାରୀ ଆନ୍ ଅଶୋକ ମହାନ୍ତି,ସମ୍ପାଦକ ରୋଟରୀୟା ନ୍ ପ୍ରହଲ୍ଲାଦ ଦାଶ ଏବଂ କ୍ଳବ୍ ସେକ୍ରେଟାରୀ ରୋଟାରୀ ଆନ୍ ସୁଦର୍ଶନ ପ୍ରଧାନ ଙ୍କ ସହ 34, ଜଣ ବିଦ୍ୟାର୍ଥୀ ଏବଂ 4ଜଣ ଫେକଲ୍ଟୀ ଙ୍କ ସହ ପିଲାମାନଙ୍କ ଗାର୍ଡିଆନ୍ ଉପସ୍ଥିତ ଥିଲେ।ଉକ୍ତ ସମାରୋହ କୁ ସହ ଯୋଗ କରିବାରେ କ୍ଳବ୍ ର ଅଜୟ ବେହେରା, ଡାକ୍ତର ପ୍ରଶାନ୍ତ ସେନ,ଦୁଳ ପୁହାଣ ,ଖିତିସ ପୋଥାଳ,ମନୋରଞ୍ଜନ ପାଢ଼ୀ, ବ୍ରହ୍ମା ନନ୍ଦ ନାୟକ ଜୟନ୍ତୀ ପଟ୍ଟନାୟକ,ହରେନ୍ ପଟ୍ଟ ନାୟକ, ଦୀପକ ଦାସ,ପୂର୍ଣ୍ଣ ସାହୁ, ପ୍ରେମଲତା ପଣ୍ଡା, ମିସେସ ଦାସ ,ଡାକ୍ତର ସଚ୍ଚିଦାନନ୍ଦ ପରିଡ଼ା,ଡାକ୍ତର ପ୍ରେମଲତା ବେହେରା ପ୍ରଭୁତି ଅନ୍ୟ ରୋଟା ରୀୟାନ ସହ ଯୋଗ କରିଥିଲେ ବିଶେଷ କରି ଅନିଲ ମହାପାତ୍ର ଅନୁ ଷ୍ଠା ନ୍ ପାଇଁ ଇନ୍ ଫ୍ରା ଷ୍ଟଟ୍ରକ୍ଚର୍ ପ୍ରଦାନ ଅତୁଳ ନୀୟ।ସଭା ର ଆରମ୍ଭ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସମ୍ପାଦକ ପ୍ରହ ଲାଦ୍ ଦାସ ଅତିଥି ପରିଚୟ ସହ ନିଜର ପ୍ରା ରମ୍ଭିକ ଭାଷଣ ରେ ଅନୁଷ୍ଠାନ ବିଷୟରେ ନିଜର ମତ ରଖିଥିଲେ।ପରେ ଅନୁଷ୍ଠାନ ର ଅଧକ୍ଷ ସୁବାଷ ଚନ୍ଦ୍ର ପଣ୍ଡା କ୍ଳବ୍ ର ଏହି ପାରାମେଡିକାଲ ଅନୁଷ୍ଠାନ ଦ୍ଵାରା ସ୍ଥାନୀୟ ପିଲା ମାନେ କିପରି ସହଜ ରେ ଶିକ୍ଷା ପାଇ ପାରିବେ ତାହା ଉଲ୍ଲେଖ କରିଥିଲେ, ରୋଟାରୀ ସହ ପ୍ରାନ୍ତ୍ ପାଲ ପ୍ରଦୀପ ପଣ୍ଡା ଖୁବ୍ କମ୍ ଦିନ ରେ ଉଦଳା ରୋଟାରୀ କ୍ଳବ୍ କିପରି ଲୋକ ହିତ କର କାର୍ଯ କରି ଚାଲିଛି ଏବଂ ଏହି ଅନୁଷ୍ଠାନ ତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ମତ ରଖିଥିଲେ। ଡାକ୍ତର ଭାଗବତ ବେହେରା କଲେଜ ର ପ୍ରିନ୍ସିପାଲ ପିଲା ମାନେ କିପରି ଉଚ୍ଚମନା ହୋଇ ପାଠ ପଢ଼ିବେ ଏବଂ ଉଚିତ୍ ତାଲିମ୍ ପାଇବେ ଏବଂ ନିଜ ଗୋଡ଼ରେ ଛିଡ଼ା ହେବେ ତାହା ଉଲ୍ଲେଖ କରିଥିଲେ।ନଗର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ପିଲା ମାନଙ୍କୁ ତାଙ୍କ ଉଜ୍ଜ୍ବଳ ଭାବିଷ ତ ର କାମନା କରିବା ସହ ରୋଟାରୀ କ୍ଳବ୍ ର ଏହି ଅନୁଷ୍ଠାନ ଯେ ଆଗକୁ ବିରାଟ ରୂପ ନେବ ତାହା ପ୍ରକାଶ କରିଥିଲେ,କ୍ଳବ୍ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ କ୍ଳବ୍ ଆଗକୁ ଜଉ ଜଉ ପ୍ରୋଜେକ୍ଟ ସବୁ ହାତକୁ ନେଇ ଛି ତନ୍ମଧ୍ୟରୁ ରୋଟାରୀ ଡା ଇ ଗୋନିଷ୍ଟି କ୍ ସେଣ୍ଟର୍ ଏବଂ ପାରା ମେଡିକାଲ ଅନୁଷ୍ଠାନ ପାଇଁ କ୍ଳବର୍ ସମସ୍ତ ସଦସ୍ୟ ଙ୍କୁ ତାଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଉପସ୍ଥିତ ସମସ୍ତ ବ୍ୟକ୍ତି ଙ୍କୁ ଧନ୍ୟବାଦ ଦେଇଥିଲେ।ଡାକ୍ତର ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ତାଙ୍କ ବ୍ୟକ୍ତବ୍ୟ ରେ ଉଦଳା ରୋଟାରୀ ଦ୍ଵାରା ସ୍ଥାପିତ ଏହି ଅନୁଷ୍ଠାନ କୁ ଭୂରି ଭୂରି ପ୍ରଶଂସା ସହ ପିଲା ମାନ ଙ୍କୁ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ର। କାମନା କରିଥିଲେ। ମଞ୍ଚ ପରି ଚାଳନା କ୍ଳବ୍ ସମ୍ପାଦକ ସୁଦର୍ଶନ ପ୍ରଧାନ କରିଥିବା ବେଳେ ଅଶୋକ ମହାନ୍ତି ସଭା ର ଶେଷ ସ୍ପର୍ଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *