ଓଡ଼ିଶାରେ NH ଉନ୍ନତି ଲାଗି ୪୪୭ କୋଟି୧୧ ଲକ୍ଷ ଟଙ୍କା ମଂଜୁର
ଓଡ଼ିଶାରେ NHର ଉନ୍ନତୀକରଣ ଲାଗି ୪୪୭.୧୧ କୋଟି ଟଙ୍କା ମଂଜୁର……ଅର୍ଥ ମଂଜୁରୀ ନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ `X’ରେ ପୋଷ୍ଟ…..କୁରୁମପୁରୀ-ରାଜ ଖରିଆର ସେକ୍ସନର ଉନ୍ନତୀକରଣ ପାଇଁ ଟଙ୍କା ମଂଜୁର…..ଏହା ଫଳରେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରେ ଯାଇଥିବା NHର ଉନ୍ନତି ହେବ….ଏଥିରେ NH-୩୫୩ ଓ NH-୫୯ରେ ଯାଇଥିବା ୧୦୩.୫୨ କିଲୋମିଟର ଅନ୍ତର୍ଭୁକ୍ତ…..NH-୩୫୩, NH-୫୯ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ କରିଡର ସମ୍ଭବ ହେବ…..NH-୩୫୩, NH-୫୯ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ କରିଡର ସମ୍ଭବ ହେବ……ରାୟପୁର-ମହାସମୁନ୍ଦ ଅଞ୍ଚଳକୁ ଓଡ଼ିଶା ସହ ସଂଯୋଗ କରୁଥିବା କରିଡର ସମ୍ଭବ ହେବଯାହା ପରବର୍ତ୍ତୀ କାଳରେ ବ୍ରହ୍ମପୁର ଓ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ବିସ୍ତାର କରିବ…..ଏହି ପ୍ରକଳ୍ପ ଆଞ୍ଚଳିକ ଓ ଆନ୍ତଃରାଜ୍ୟ ସଂଯୋଗୀକରଣକୁ ସୁଦୃଢ଼ କରିବ…..ଏହି ପ୍ରକଳ୍ପ ଫଳରେ ରାଜ୍ୟର ୫ଟି ଜିଲ୍ଲା ମଧ୍ୟରେ ପରିବହନ ବ୍ୟବସ୍ଥା ସୁଗମ ହେବ…..ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଜିଲ୍ଲା ମଧ୍ୟରେ ସୁଗମ ହେବ l
