ନିର୍ବାଚନ ପାଇଁ ଆଚରଣବିଧି ଲାଗୁ
ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା ପୂର୍ବରୁ ଭଦ୍ରକରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁତୟନ ହେଲେ ବିଏସଏଫ ଫୋର୍ସନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାକ ପ୍ରସ୍ତୁତି l ଭଦ୍ରକରେ ଆଜି କଢା ସୁରକ୍ଷା ମଧ୍ୟରେ ସହରରେ BSF ପୋଲିସର ଫ୍ଲାଗ ମାର୍ଚ୍ଚ ଆରମ୍ଭ l ନିର୍ବାଚନରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ଏହି ପ୍ରସ୍ତୁତି : DSP,
