ଭଦ୍ରକ କୁ ଆଁସ ଅର୍ଜୁନ ସେତୁର ଦୁଃଖ ବୁଝିବକିଏ !

ଭଦ୍ରକକୁଆଁସଅର୍ଜୁନସେତୁରଦୁଃଖବୁଝିବକିଏ !

ସହର ମଧ୍ୟରେ ମୁଖ୍ୟ ପୋଲ ସାଳନ୍ଦୀ ଅର୍ଜୁନ ସେତୁ କୁ ବିନା କାରଣରେ ଭାଙ୍ଗିବାର ପ୍ରାୟ 5 ବର୍ଷରୁ ଉର୍ଦ୍ଧ ହେଲାଣି କିନ୍ତୁ କାମ ସରିବାକୁ ନା ଧରୁ ନାହିଁ l ଏହି ଛୋଟିଆ ପୋଲର ପୁନଃ ନିର୍ମାଣ ପାଇଁ ଲମ୍ବା ସମୟ ଲାଗିଲାଣି l ପୋଲ ତିଆରି ହେଉଛି ପୁରା ଓସାରିଆ କିନ୍ତୁ ରାସ୍ତା ଓସାରିଆ ନହେବା ପଛରେ କାରଣ କଣ l ଉଭୟ ପାର୍ଶ୍ୱରେ ଜବରଦଖଲକାରୀ ରାସ୍ତାକୁ ମାଡି ବସିଥିବା ବେଳେ ପ୍ରଶାସନ ପକ୍ଷରୁ ମୋପାଯାଇ ଭାଙ୍ଗିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ନିର୍ଦେଶ ପାଳନ ନହେବା ବଡ଼ ଦୁଃଖ ଓ ପରୀତାପର ବିଷୟ l ଲୋକ ମାନଙ୍କର ଦୈନିକ ଯିବା ଆସିବାରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଣା ପଡୁଛି l ଏହାର ସ୍ଥାୟୀ ସମାଧାନ ତୁରନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *