କୌଣସି ମୂଲ୍ୟବାନ ଗଛ କଟlନଯାଇ ପଟାଭୁକ୍ତ ଜାଗାରେ ଗୌଡ଼ ଡିହା ବାଲିଘାଟକୁ ରାସ୍ତା
ଆନନ୍ଦପୁର ଭୋଗପୁର ଗ୍ରାମର ଜମି ପଟାଧାରୀବିଶେଷଙ୍କ ଜମିରେ ଯାଇଥିବା ଗୌଡ଼ ଡିହା ବାଲି ଘାଟ ରାସ୍ତାଟି ପଟା ବ୍ୟକ୍ତି ବିଶେଷଙ୍କ ଥିବା ଅନୁସନ୍ଧାନରୁ ଜଣାପଡିଛି l ବାଲିଘାଟ କତୃପକ୍ଷ ଉକ୍ତ ରାସ୍ତାକୁ ଗ୍ରାମର ବାହାର ଅଞ୍ଚଳରେ ଥିବା ପଟା ଭୁକ୍ତ ବ୍ୟକ୍ତି ମାନଙ୍କଠୁ ଆଣି ରାସ୍ତା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି l ଏହି ପଟାଭୁକ୍ତ ଜମିରେ ପୂର୍ବରୁ ଜମିଧାରୀ ମାନେ ଡାଲି ଜାତୀୟ ଫସଲ କରି ଜୀବିକା ନିର୍ବାହ କରୁଥିବାବେଳେ ଜମିରେ କୋଣସି ମୂଲ୍ୟବାନ ଗଛ ନାହିଁ କଟାଯାଇ ନାହିଁ ବୋଲି କହିଥିବାବେଳେ କିଛି ବର୍ଷ ହେଲା ଜମି ପଡିଆ ପଡିଥିବାରୁ ବାଲିଘାଟକୁ ରାସ୍ତା ପାଇଁ ସମ୍ବତି ଜଣାଇ ବାଲିଘାଟ କତୃପକ୍ଷଙ୍କୁ ନିଜ ଇଚ୍ଛାରେ ରାସ୍ତା ଛାଡି ଥିବା ଜଣାପଡିଛି l ଗୌଡ଼ ଡିହା ବାଲିଘାଟ କୁ ରାସ୍ତା ଛାଡିଥିବା ପଟା ଧlରି କହିବା ଅନୁଯାଇ ଖାତା ନମ୍ବର 6 , ମୌଜା ରଟୁଆଁ,ପ୍ଲଟ ନମ୍ବର 856 ,858 859 ରେ 6 ଏକର 49 ଡ଼ିସିମିଲ ଜମିରୁ ନିଜର ଭରଣ ପୋଷଣ ପାଇଁ ଲିଜ ଆକାରରେ ନିଜ ଇଚ୍ଛାରେ ଏକ ଏକର ଜମି ଦେଇଥିବା ଜଣାପଡିଛି l ପଟା ଭୁକ୍ତ କlରି ଥିବା କଳାକାର ନାୟକ ପିତା ଶିବ ନାୟକ, ମାଗୁଣି ନାୟକ ପିତା କଣ୍ଠ ନାୟକ, ବୁଦ୍ଧିଆ ନାୟକ, ନିଦ୍ଧିଆ ନାୟକ ପିତା ପି ଚନ୍ଦ୍ର ନାୟକ, ବିଶୋଇ ନାୟକ ପିତା ବନମାଳୀ ନାୟକ, ମଦନା ନାୟକ ପିତା ସୁନା ନାୟକ, ଗିରିଧାରୀ ନାୟକ, କୁମର ନାୟକ ପିତା ଭରତ ନାୟକ ପ୍ରମୁଖ ଏକତ୍ରିତ ହୋଇ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l
