ଛାତ୍ରୀ ଓ ମହିଳା ଅସୁରକ୍ଷିତକୁ ନେଇ ପୋଲିସ ଡିଜି ଙ୍କ ଉଦ୍ଦେଶ୍ୟ ରେ ବାଲିକୁଦା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
*ଛାତ୍ରୀ ଓ ମହିଳା ଅସୁରକ୍ଷିତକୁ ନେଇ ପୋଲିସ ଡିଜି ଙ୍କ ଉଦ୍ଦେଶ୍ୟ ରେ ବାଲିକୁଦା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଆଙ୍କର – ଜଗତସିଂହପୁର ଜିଲ୍ଲା ବାଲିକୁଦା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛାତ୍ରୀ ଓ ମହିଳା ଅସୁରକ୍ଷିତକୁ ନେଇ ପୋଲିସ ଡିଜି ଙ୍କ ଉଦ୍ଦେଶ୍ୟ ରେ ବାଲିକୁଦା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଦିତ୍ୟ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ବାଲିକୁଦା ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ବାଲିକୁଦା ଥାନା ଅଧିକାରୀ ଙ୍କୁ ପୋଲିସ ଡ଼ିଜି ଙ୍କ ଉଦ୍ଦେଶ୍ୟ ରେ ଦାବି ପ୍ରଦାନ କରିବା ସହିତ ରାଜ୍ୟରେ ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ଥିବା ନେଇ ଆଲୋଚନା କରିଥିଲେ । ଆଗକୁ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ।
