ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶ୍ରୀ ସତ୍ୟସାଇ ସମିତି ତରଫରୁ ପୁଟପର୍ତି ରୁ ହାର୍ଟ ଅପରେସନ କରି ଫେରିଥିବା ରୋଗୀ ମାନଙ୍କୁ ସ୍ଥାନୀୟ ସମିତି ତରଫରୁ ସାଇ ଆଶ୍ରିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶ୍ରୀ ସତ୍ୟସାଇ ସମିତି ତରଫରୁ ପୁଟପର୍ତି ରୁ ହାର୍ଟ ଅପରେସନ କରି ଫେରିଥିବା ରୋଗୀ ମାନଙ୍କୁ ସ୍ଥାନୀୟ ସମିତି ତରଫରୁ ସାଇ ଆଶ୍ରିତ ଡକ୍ଟର ସ୍ୱେତାଙ୍କ ଦାସ, ଡକ୍ଟର ଗୋପବନ୍ଧୁ ବେହେରା, ଡକ୍ଟର ନିବେଦିତା ନନ୍ଦ ଙ୍କ ସହ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ମିଶ୍ର,SRP in-charge ଶ୍ରୀ ମଧୁସୂଦନ ମହାପାତ୍ର, ସମିତି ଆବାହକ ଶ୍ରୀ ଅମ୍ବିକା ଶତପଥୀ, ଜିଲ୍ଲା ସେବା ସଂଯୋଜକ ଶ୍ରୀ ଶିବ ଶଙ୍କର ନାହକ ଙ୍କ ସହ ସମସ୍ତ ସାଇ ପରିବାର ମିଶି ୫୬ ଜଣ ହାର୍ଟ ରୋଗୀଙ୍କୁ ଡକ୍ଟର ଙ୍କ ମାଧ୍ୟମରେ ଚିକିତ୍ସା ସେବାପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ ବବି ରଥ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *