ଅମିତ ଶାହା ଙ୍କ ଜନ୍ମଦିନରେ ବାଲୁକା ଶିଳ୍ପୀ ମାନସ ଙ୍କ ଶୁଭେଚ୍ଛା

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଶ୍ରୀଯୁକ୍ତ ଅମିତ ସାହା ଙ୍କୁ ବାଲୁକା ଆନିମେସନ ମାଧ୍ୟ୍ୟମରେ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି |ଭାରତ ର ପ୍ରସିଦ୍ଧ political leader ଶ୍ରୀଯୁକ୍ତ ଅମିତ ସାହା ଙ୍କ 61 ତମ ଜନ୍ମଦିନ ରେ ଆନ୍ତର୍ଜାତିକ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି | ଏଥିରେ ସେ ଅମିତ ସାହା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା |

ଏହି ଭିଡ଼ିଓ ଟି 1ମିନିଟ ର ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି କୁ ଓଡିଶା, ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି|ଏଥିରେ ସେ wishing happy birthday to visionary leader Amit Shahji ର ବାର୍ତ୍ତା ଦେଇଛନ୍ତି |

Leave a Reply

Your email address will not be published. Required fields are marked *