ଚୋରା ବାଲି ଚାଲାଣ

09.04.2025 ଋଖ ଦିନ ସକାଳ ସମୟରେ ରାମଚଣ୍ଡୀ ଥାନା ପକ୍ଷରୁ ବେଆଇନ ଭାବରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଗୋଟିଏ ହାଇବା ଟିପ୍ପର ଗାଡି ଯାହାର ନମ୍ବର OD 05 BR 1379 କୁ ଗୋପ-ବାଲିଘାଇ ରାସ୍ତାରୁ ଜବତ କରାଯାଇ ଅଛି । ଏ ସଙ୍କ୍ରାନ୍ତରେ ରାମଚଣ୍ଡୀ ଥାନାରେ ଏକ କେସ ଯାହାର ନମ୍ବର -26, Dtd-09.04.2025, U/S-303(2)/3(5)BNS R.W Sec-12 OMPTS Act 1989/ 51(1) OMMC Rule 2004 ରେଜିସ୍ଟ୍ରେଶନ କରାଯାଇ ସେ ଜବତ ଗାଡିର ଡ୍ରାଇଭର ଯାହାର ନାମ ମୀର ମମତାଜ ଅଲ୍ଲୀ@ମୀର ମୁନତାଜ ଅଲ୍ଲୀ (୪୧),ପି-ମୀର ଖାଲିଲ ଅଲ୍ଲୀ,ଗ୍ରାମ -ମାଧବ ,ଥାନା-ନିଆଳି ,ଜି-କଟକ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇ ଅଛି ଓ ତଦନ୍ତ ଚାଲୁ ରହିଛି । .

Leave a Reply

Your email address will not be published. Required fields are marked *