ବାନାମ୍ବର ପାଠାଗାର ପକ୍ଷରୁ ସରସ୍ବତୀ ପୂଜା ଉପଲକ୍ଷେ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟଉପକାରଣ ବଣ୍ଟନ

ବାନାମ୍ବର ପାଠାଗାର ପକ୍ଷରୁ ସରସ୍ବତୀ ପୂଜା ଉପଲକ୍ଷେ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟଉପକାରଣ ବଣ୍ଟନ

ବାନାମ୍ବର ପାଠାଗାର ପକ୍ଷରୁ ପବିତ୍ର ସରସ୍ବତୀ ପୂଜା ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟପକାରଣ ବଣ୍ଟନ କରାଯାଇଥିଲା
ପାଠାଗାର ର ପ୍ରତିଷ୍ଠାତା ଜୋତିର୍ବିଦ ଡ଼ଃ ମୀନକେତନ ପଟଯୋଶୀ ଙ୍କ ପ୍ରତ୍ୱକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଅଥିତିଭାବେ ଯୋଗଦେଇ ଥିଲେ ଅଧିବକ୍ତା ବିପିନ ଦଳାଇ, ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ ସେମାନେ କହିଲେ ପାଠାଗାର ଆନ୍ଦୋଳନ ରୁ ହିଁ ଭାଷା ସୁରକ୍ଷା ହେବା ସହିତ ମାତୃଭାଷା ପ୍ରତି ସଚେତନତା ସୁଷ୍ଟି ହେବ ଓଡ଼ିଆ ଭାଷା ସମ୍ବରୁଦ୍ଧ ହେଲେ ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ଏଥିପ୍ରତି ପିଲାମାନଙ୍କ ର ଗଭୀର ଅଧବେସାୟା ଆବଶ୍ୟକତା ରହିଛି ଏହି ଅବସରରେ ଡ଼ଃ ପଟଯୋଶୀ ଙ୍କୁ ମୋମେଣ୍ଟ ପକ୍ଷରୁ ସେବା ସନମାନରେ ସାନମାନିତ କରାଯାଇଥିଲା

Leave a Reply

Your email address will not be published. Required fields are marked *