ସତ୍ୟଭାମା ଇଂରାଜୀ ମିଡିୟମ ସ୍କୁଲ ରକ୍ତଦାନ ଶିବିର ଅନୁଷ୍ଠିତ
ସତ୍ୟଭାମା ଇଂରାଜୀ ମିଡିୟମ ସ୍କୁଲ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି,ଏହି ଅବସରରେ ବିଦ୍ୟାଳୟ ପରିଚଳନା କମିଟି ର ସଭାପତି ଶ୍ରୀ ଯୁକ୍ତ ଗଦାଧର ନନ୍ଦ,ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ଚୌଧୁରୀ ପ୍ରତାପ ଚନ୍ଦ୍ର ଦାଶ ଏବଂ ସମ୍ପାଦକ ଶ୍ରୀ ଯୁକ୍ତ ଅଶ୍ରୁତୋଷ ମିଶ୍ର ଉଦଘାଟନ କରିଥିଲେ,ଏହି ଶିବିର ଟି ପୁରୀ ବ୍ଲଡ଼ ବ୍ୟାଙ୍କ କର୍ମ କର୍ତା ମାନଙ୍କ ସହଯୋଗ ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ପୁରୀ ଶାଖା ର କାର୍ଯ୍ୟକର୍ତା ଙ୍କ ସହଯୋଗ ରେ ସମ୍ପାଦିତ ହୋଇଥିଲା ଏହି ଶିବିର ରେ ମୋଟ 85ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା,ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ସୁଭଦର୍ଶନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ
