ସାଵାସ୍ ରଶ୍ମିରାଣୀ ସାଵାସ୍ । ଏକ ଆଦର୍ଶ ବିଭାଘର ର ଅନୁଖା କାହାଣୀ !
– ଦୁହିତା ଦୁଇ କୁଳ କୁ ହୀତା ନ ହେଲେ ଦୁଇ କୁଳ କୁ ପିତା ! ଦୁହିତା ର ଅର୍ଥ- ଦୁ-ଦୁନିଆ, ହି-ହୀତ , ତା-ତାରକାମ, ମାନେ -ଦୁନିଆ ର ହୀତ କରିଵା ଯାହାର କାମ। ତାକୁ ଦୁହିତା କୁହାଯାଏ।କୁହାଯାଏ ଵିଭାଘର ଏ ଜନ୍ମର କାହାଣୀ ନୁହେଁ।ସାତ ଜନ୍ମ ପାଇଁ ସାଥୀ ବାନ୍ଧିବା ପାଇଁ ଯାଉଥିବା ଏହି ହାତ ଗଣ୍ଠି ପର୍ବର ଅଲିକ୍ଷିତ କାହାଣୀ ଆଗରୁ ହିଁ ଘଟସୁତ୍ର ପ୍ରଜାପତି ନିର୍ଣ୍ଣୟ କରିସାରିଛନ୍ତି। ତେଣୁ କେଉଁ ଵର କୁ କେଉଁ କନିଆଁ ତାହା ହୋମଯଜ୍ଞ ର ନିଆଁ ଜଳି ଚତୁର୍ଥୀ ରାତି ର ବାସର ସଜ୍ୟା ପର୍ଯ୍ୟନ୍ତ କେହି ଆକଳନ କରିଵା ସମ୍ଭବ ପର ନୁହେଁ। ଅନେକ ସମୟରେ ଆମେ ଦେଖିଛେ ବିବାହ ଵେଦୀ ରୁ କନ୍ୟା ଫେରାର ଅଵା ଚତୁର୍ଥୀ ରାତି ରୁ ଵର ଫେରାର। ଠିକ୍ ସେହିଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ ରେ। ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ ରାମଚନ୍ଦ୍ର ପୁର ଗ୍ରାମ ର ଲକ୍ଷ୍ମଣ ବାରିକ୍ ଙ୍କ ପୁତ୍ର ରାଜୁ ବାରିକ୍ ଙ୍କ ଶୁଭ ବିବାହ ବାସୁଦେବପୁର ମୁନୁଷିପାଲ୍ଟି ଅଞ୍ଚଳ ର ନିୟୁଇଣ୍ଡିଆ ସାହି ର ଜୈନିକ ବ୍ୟକ୍ତି ଙ୍କର ଝିଅ ସହିତ ହେଵାର ଥିଲା।ଵିଧି ଓ ନିତି ନିୟମ ମୁତାବକ ଵର ରାଜୁ ଵୀର ଵେଶ ସାଜି ଵାଜା ଓ ରୋଷଣି ସହିତ ନିଜର ସମ୍ପର୍କିୟ ଓ ବରଯାତ୍ରୀ ଙ୍କୁ ଧରି ଆଜି କନ୍ୟା ଘରେ ପହଞ୍ଚିଵା ପୂର୍ବରୁ ଜାଣିବାକୁ ପାଇଥିଲେ କନ୍ୟା ଘରେ ନାହିଁ।ଅନେକ ଖୋଜା ଖୋଜି ପରେଵି ମଧ୍ୟ କନ୍ୟା ର କୈାଣସି ଖୋଜଖବର ନ ମିଳିବାରୁ ଵରପକ୍ଷ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଅନ୍ୟ ପଟେ ସୁନେଲି ସଂସାର ଗଢିତୋଳିବା ର ସ୍ଵପ୍ନ ଦେଖୁଥିବା ରାଜୁ ଆଖିରୁ ହଜିଯାଇଥିଲା ଅସୁମାରୀ ସ୍ବପ୍ନ।କଣ କରିଵେ କଣ ନ କରିଵେ ନା ଶିଶୁପାଳ ହେଵେ ଏହି ଚିନ୍ତା ତାଙ୍କୁ ବ୍ୟତିଥ କରିଥିଲା। ଘଟଣା ସମ୍ପର୍କରେ ବାସୁଦେବପୁର ର କିଛି ସାମାଜିକ କର୍ମୀ ଯାଣିବା ପରେ ବାସୁଦେବପୁର ଅଞ୍ଚଳ ଵାଷଠୀ ୧୯ ନମ୍ବର ୱାର୍ଡ ର ମୁରଲୀଧର ଷେଣ୍ଢ ଙ୍କ ସହିତ ଯୋଗାଯୋଗ କରିଥିଲେ।ହେଲେ ମୁରଲୀଧର ନିଜର ମାନବିକତା ର ପରିଚୟ ଦେଇ ନିଜ ଝିଅ ରଶ୍ମିରାଣୀ ଙ୍କ ସହିତ ଲକ୍ଷ୍ମଣ ବାରିକ୍ ଙ୍କ ପୁଅ ରାଜୁ ସହିତ ତାଙ୍କ ଝିଅ ର ବାହାଘର କରିବାକୁ ନିଜର ସନ୍ମତି ଜଣାଇଥିଲେ।ଏହି ବାହାଘର ମା ବୁଢୀ ମଙ୍ଗଳା ମନ୍ଦିର ରେ ଖୁବ୍ ଧୁମଧାମରେ ହୋଇଥିଲା।ଏଥୁରେ ପୁଅ ଓ ଝିଅ ପକ୍ଷରୁ ସମସ୍ତ ସମ୍ପର୍କୀୟ ସହିତ ବର ପକ୍ଷ ଓ କନିଆଁ ପକ୍ଷ ର ଵାପା ଉପସ୍ଥିତ ରହି ବାହାଘର କାର୍ଯ୍ୟ କୁ ସମ୍ପନ୍ନ
Report:= punil kumar samanta
