ପତିତପାବନ ଉଚ୍ଚ ବିଦ୍ୟାଳୟରେବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଳନ
ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳାବ୍ଲକ ଅନ୍ତର୍ଗତ ଗଙ୍ଗାଧର ପୁର ପଞ୍ଚାୟତ ର ନାକପୋଲ ସ୍ଥିତ ପତିତପାବନ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଳନ ହୋଇ ଯାଇଛି. ଏହି ପରିପେକ୍ଷୀ ରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍କୁଲ ର ଆଗ କୁ କେଉଁ ଭଳି ଉନୟନ କାର୍ଯ୍ୟକ୍ରମ ଆଗ ହେବା ଦରକାର ସେ ବିଷୟ ରେ ଓ ଶିକ୍ଷା ର କେମିତି ମାନ ବଢିବ ସ୍କୁଲ ପରିବେଶ ଶୃଙ୍ଖଳିତ କେମିତି ରହିବ ଓ ମୋ ସମୟ ରେ ଯାହା ଯାହା କାର୍ଯ୍ୟ ହୋଇ ପାରିବ ଆପଣ ମାନ ଙ୍କ ସହ ଯୋଗ ଦରକାର ବୋଲି ସେ ତାଙ୍କ ଅଭି ଭାଷଣ ରେ କହି ଥିଲେ ପିଲା ମାନ ଙ୍କ ପାଠ ପଢା ପାଇଁ ଯାହା ଯାହା ଆବଶ୍ୟକ ମୁଁ ନିଶ୍ଚୟ ସରକାର ଙ୍କ ପାଖରେ ଜଣାଇବି ବୋଲି କହି ଥିଲେ ଓ ସ୍କୁଲ ର କୁନି କୁନି ପିଲା ମାନ ଙ୍କ ଦେଶାତ୍ମକ ସଂଗୀତ ଗାନ ସଙ୍ଗେ ସଙ୍ଗେ ନୃତ୍ୟ ପରିବେଷଣ ଓ ଅତିଥି ପରି ଚୟ ଶ୍ରୀଅଭୟ କୁମାର ବେହେରା ମଣ୍ଡଳ ଶିକ୍ଷାଧିକାରୀ ଧର୍ମଶାଳା. ସୁଶ୍ରୀ ଇନ୍ଦିରା ଗାଗରାଇ ପ୍ରଧାନଶିକ୍ଷୟିତ୍ରୀ ସଭା ପରି ଚାଳନା ଓ ମୁଖ୍ୟ ବକ୍ତା ଶ୍ରୀ ମହେଶ୍ୱର ସାହୁ ଜ଼ିଲ୍ଲା ଶିକ୍ଷାଧିକାରି ଯାଜପୁର ସନମାନୀତ ଅତିଥି ଅଧକ୍ଷା ଧର୍ମ ଶାଳା ପଞ୍ଚାୟତ ସମିତି ଶ୍ରୀମତୀ ଶୁଚିସ୍ମିତା ଦାସ. ଉପାଧ୍ୟାକ୍ଷା ବିଶ୍ବବିଜୟୀ ନୀ ମିଶ୍ର ମଣ୍ଡଳ ଉନୟନ ଅଧିକାରୀ ଧର୍ମଶାଳା ଶ୍ରୀଜୋତ୍ରିମୟୀ କର. ଶ୍ରୀ ତ୍ରିଲୋଚନ ଜେନା ଗଙ୍ଗା ଧର ପୁର ପଞ୍ଚାୟତ ସରପଞ୍ଚ. ଶ୍ରୀମତୀ ତିଲୋତ୍ତମା ବରାଳ ସମିତି ସଭ୍ୟା ଗଙ୍ଗା ଧର ପୁର ପଂଚାୟତ. ଇଂ ନିରଞ୍ଜନ ମିଶ୍ର ସଭାପତି ପଞ୍ଚ ସଖା ଶିକ୍ଷା ସେତୁ. ଶ୍ରୀବେଣୁ ଧର ଦାସ ସଭାପତି ବିଦ୍ୟାଳୟ ପରିଚାଳନା କମିଟି ତତ୍ଵବାଧନ ରେ ସଭା କାର୍ଯ୍ୟ ଶେଷ ହୋଇ ଯାଇଛି.
