ମାଲକାନଗିରି ଜିଲ୍ଲାରେ ବିଦ୍ୟାଳୟ ସ୍ତରର ସ୍କାଉଟ/ ଗାଇଡ ପ୍ରଶିକ୍ଷଣ ଅନୁଷ୍ଠିତ

ମାଲକାନଗିରି,୧୦/୧୦ଭାରତ ସ୍କ।ଉଟ/ଗାଇଡ ର ରାଜ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ର ଙ୍କ ଅନୁମୋଦନ କ୍ରମେ ମାଲକାନଗିରି ମହିଳା ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ପ୍ରାଥମିକ ଆଲୋଚନା /ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ଜିଲ୍ଲା ଶିକ୍ଷାଧିକ।ରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଟ୍ରେନିଙ୍ଗ କମିଶନର ଶ୍ରୀଜୁକ୍ତ ସୁରଜିତ ସେନ ଙ୍କ ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନାସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷ।ଧିକାରୀ ଶ୍ରୀଯୁକ୍ତ ଭାଗିରଥୀ ବେହେରା ଓ ଅନ୍ୟତମ ଅତିଥି

ଭାବରେ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦୁଇ ଶହ ପଚାଶ ଜଣ ପ୍ରଧାନ ଶିକ୍ଷକ ଓ ସ୍କ।ଉଟ୍/ ଗାଇଡ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଅଧିବେଶନ ରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅପରାହ୍ନ ୫ଟା ସମୟରେ କାର୍ଯ୍ୟକ୍ରମଟି ଉଦଯାପିତ ହୋଇଯାଇଛି।ଆଶା କରାଯାଏ, ଆଗାମୀ ଦିନରେ ଏହାରମୂଲ୍ୟବାନ ସନ୍ଦେଶ ଜିଲ୍ଲାର ଅଗଣିତ ଛାତ୍ରଛାତ୍ରୀ ମାନଂକ ମାଧ୍ୟମରେ ରୁପାୟିତ ହେବା

Leave a Reply

Your email address will not be published. Required fields are marked *