ପୁରୀ ସମୁଦ୍ରରେ ସ୍କୁଟି

ପୁରୀରେ ସମୁଦ୍ର ମଧ୍ୟକୁ ସ୍କୁଟି ନେଇ ପଶିଗଲେ ଯୁବକ, ସୋସିଆଲ ମେଡ଼ିଆ ରେ ଭିଡ଼ିଓ ଭାଇରାଲ l ରିଲ୍ଲସ ନିଶା ପାଇଁ ଏବେ ମତୁଆଲା ଯୁବ ଗୋଷ୍ଟି l ଗତକାଲି ରିଲ୍ଲସ ନିଶାରେ ଜଣେ ନାବାଳକ ମୃତ୍ୟୁ ଘଟିଥିଲା l ପୁଣି ଆଜି ପୁରୀ ସମୁଦ୍ରକୂଳରେ ରିଲସ ପାଇଁ ସ୍କୁଟି ନେଇ ପଶିଲେ ଯୁବକ l ଅଳ୍ପକେ ବର୍ତ୍ତିଲେ ଯୁବକ l ଏହି ପରି ଷ୍ଟଣ୍ଟ ରେ ଜୀବନ ପ୍ରତି ବିପଦ ରହିଛି l

Leave a Reply

Your email address will not be published. Required fields are marked *