ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ୨୦୨୬
ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ୨୦୨୬ର ତୃତୀୟ ସନ୍ଧ୍ୟାରେ ବୁକ୍ କାଫେ ର ପଠନ କକ୍ଷରେ ମେଳାକୁ ଆସୁଥିବା ବିଭିନ୍ନ ରୁଚିର ବ୍ୟକ୍ତିମାନେ ବସି ବହି ଓ ପତ୍ର ପତ୍ରିକା ପଢୁଥିବା ଦେଖାଯାଇଥିଲା। ଏହି ପଠନ କକ୍ଷରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରତିଭା ଦାଶ, ଜାନକୀ ବଲ୍ଲଭ ଦାଶ, ବିପିନ ବିହାରୀ ଦଳାଇ, ସତ୍ୟନାରାୟଣ ମିଶ୍ର, ପ୍ରବାସିନୀ ମିଶ୍ର, ପ୍ରତିମା ମିଶ୍ର, ସ୍ୱର୍ଣ୍ଣଲତା ମିଶ୍ର, କାହ୍ନୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
