ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ଵ ମାନଙ୍କ ଉପରେ ଆଲୋଚନା ଚକ୍ରଓଡ଼ିଆ ପକ୍ଷ ପାଳନ

ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ଵ ମାନଙ୍କ ଉପରେ ଆଲୋଚନା ଚକ୍ରଓଡ଼ିଆ ପକ୍ଷ ପାଳନ ଅବସର ରେ ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ଵ ମାନଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛିମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ,ଲେଖକ,ପ୍ରାବନ୍ଧିକ,କବି, ସାହିତ୍ୟିକ,ଗାଳ୍ପିକ ଓ ଐତିହାସିକ ପ୍ରଫେସର ରମାକାନ୍ତ ନାୟକ ମୁଖ୍ୟ ଅତିଥି,ଓ ଡକ୍ଟର ବଶିଷ୍ଠ କୁମାର ବେହେରା,ଡକ୍ଟର ନିମାଇଁ ଚାରଣ ରାଉତ, ଦୁର୍ଗା ଶଙ୍କର ପରିଡ଼ା,ଶ୍ରିଲେଖା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମ ଓଡ଼ିଶା ର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କର ଓଡ଼ିଆ ଭାଷା ଓ ଓଡ଼ିଆ ଜାତି ପାଇଁ ସେମାନଙ୍କର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ ଓ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା,କର୍ମଚାରୀ ମାନେ ଉପସ୍ଥିତ ଥିଲେ।l NCC ଅଧି କାରି ଅଧ୍ୟାପକ ରଘୁ ଦି ପ୍ତି ନାୟକ ଏହି ଆଲୋଚନା ଚକ୍ର କୁ ସଂଯୋଜନା କରିଥିଲେଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶ୍ରିଲେଖା ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସଂଘ ମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେଲେପ୍ଟ ନା ନ୍ଟ ରଘୁ ଦୀପ୍ତି ନାୟକ ଓଡ଼ିଆ ଭାଷା ଆମର ପରିଚୟ ଓ ଆମେ ଓଡ଼ିଆ ଭାଷା କୁ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ୍ ବୋଲି ମତ ରଖିଥିଲେପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ,ଶବିନା ଆର ବେଗମ ,ଡକ୍ଟର ରବୀନ୍ଦ୍ର କୁମାର ସାହୁ, ଦେବପ୍ରକାସ୍ ରାମ ,ମଧୁସ୍ମିତା ସାହୁ ତଥା ଛାତ୍ର ଛାତ୍ରୀ ମାନେ କାର୍ଯକ୍ରମ ପରିଚାଳନା କରିଥିଲେପ୍ରାରମ୍ଭ ରେ ପୁଷ୍ପ ଲତା ରାମ ଭଜନ ପରିବେଷଣ କରିଥିଲେ ଆଲୋଚନା ଚକ୍ର ପୂର୍ବରୁ ମହାପୁରୁଷ ମାନଙ୍କୁ ମୁଖ୍ୟ ଅତିଥି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *