ସେନକୋ ଗୋଲ୍ଡ ସୋରୁମ ଡକାୟତି

ବ୍ୟାସନଗର– ସେନକୋ ଗୋଲ୍ଡ ସୋରୁମ ଡକାୟତି ଘଟଣା,ଘଟଣା ଅନୁଧ୍ୟାନ କରିବାକୁ ସୋରୁମରେ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି। ଆଇଜି ଶ୍ରୀ ଭୋଳ ପ୍ରଥମେ ଯାଜପୁର ରୋଡ ଥାନାକୁ ଯାଇଥିଲେ। ସେଠାରେ ଥାନା ଅଧିକାରୀ ଓ ଏସଡିପିଓଙ୍କ ସହ ଆଲୋଚନା ପରେ ସୋରୁମକୁ ଆସିଲେ ଶ୍ରୀ ଭୋଳ। ସୋରୁମରେ ପ୍ରୋପ୍ରାଇଟର ଏବଂ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଲେ। ଏହି ପଚରା ଉଚରା ଜାରି ରଖିଛନ୍ତି ଆଇଜି।

ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ଯାଜପୁର ।

Leave a Reply

Your email address will not be published. Required fields are marked *