ଦଶରଥ ଭାଇ ଙ୍କ ବିୟୋଗ ରେ ଉଦଳା ସତସଙ୍ଗୀ ମାନଙ୍କ ମଧ୍ୟରେ ଶୋକ ର ଛାୟା
ଉଦଳା ତା ୩୦/୯ ଉଦଳା ସତସଙ୍ଘ କେନ୍ଦ୍ର ର ଗୁରୁ ଭାଇ ତଥା ପେଡାଗଡ଼ି ନିବାସୀ ଦଶରଥ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ଉଦଳା ସତସଙ୍ଗ କେନ୍ଦ୍ର ବ୍ୟତୀତ କପ୍ତିପଦା ଉପ ଖଣ୍ଡ ରେ ଥିବ ସମସ୍ତ କେନ୍ଦ୍ର ମାନଙ୍କ ରେ ଗୁରୁ ଭାଇ, ଗୁରୁ ମା ମାନଙ୍କ ମଧ୍ୟରେ ଶୋକ ର ଛାୟା ଖଲି ଯାଇଛି l ତାଙ୍କର ଏ ଅକାଳ ବିୟୋଗ ଖବର ପାଇ ବିଭିର୍ନ୍ନ ସତସଙ୍ଘ କେନ୍ଦ୍ର ରୁ ଗୁରୁ ମା, ଗୁରୁ ଭାଇ ମନେ ତାଙ୍କର ପେଡାଗଡି ସ୍ଥ ବାସ ଭବନ ରେ ପହଁଚି ତାଙ୍କୁ ଶେଷ ଦର୍ଶନ କରିଥିଲେ l ତାଙ୍କ ର ଅକାଳ ବିୟୋଗ ନିଶ୍ଚିତ ଭାବରେ ଉଦଳା ସତସଘ କେନ୍ଦ୍ର ରେ ଅପୂରଣୀୟ କ୍ଷତି ଘଟିଛି l ସେ କେବଳ ଯେ ଜଣେ ଗୁରୁ ଭାଇ ନ ଥିଲେ ସେ ଏକା ଧାର ରେ ଜଣେ ମିଷ୍ଠା ଭାସି , ଲୋକପ୍ରୟ, ସୁ ସଙ୍ଗୀତଜ୍ଞ ତଥା ପର ଉପକାରୀ ବ୍ୟକ୍ତି ଥିଲେ. I ନିୟମିତ ଭାବରେ କେନ୍ଦ୍ର କୁ ଆସିବା , ହାର ମିନିୟମ ବଜାଇବା, ଏହା କେବେବି କେହି ପାଶୋରି ପାରିବେନି l ଜଣେ ସଂଗୀତ ମାଷ୍ଟ୍ର ହିସାବରେ ସେ ବହୁତ ନାମ କରିଛନ୍ତି ଳ ତାଙ୍କ ଠାରୁ ପ୍ରେରଣା ଲାଇ ଅନେକ ଗୁରୁଭାଇ, ଗୁରୁ ମା ସଂଗୀତ ଜଗତ କୁ ପ୍ରବେଶ କରି ଛନ୍ତି ,i ସଂଗୀତ କାର କରୁଣାକର ଦାସ ଗୁରୁ ଭାଇ ଙ୍କ ଅନୁକୂଳ ଠାକୁର ଙ୍କ ଭଜନ “ତୋଳି ନେବା ମୋତେ ପରମ ଦୟାଲ ମୋ ସଞ୍ଜ ଆସିଲେ ନାଇଁ ” ଭଜନ ଗାଇ ସମସ୍ତ ଗୁରୁ ମା ଗୁରୁ ଭାଇ ଙ୍କ ହୃଦୟ କୁ ଜିଣି ଯାଇ ଥିଲେ l ତାଙ୍କର ଅମର ଆତ୍ମା ର ସଦଗତି ଲାଗି ପରମ ପିତା ଙ୍କ ଠାରେ ସବିନୟେ ପ୍ରାଥନା l
