ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଯାପିତ

Date-04/07/25*ଆଙ୍କର-ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖୋରତ ଗ୍ରାମରେ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ଅଶୋକ କୁମାର ଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶୁକାନ୍ତ କୁମାର ପ୍ରଧାନ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ କୋଟି କୋଟି ଜନତାଙ୍କ ଭକ୍ତି ଓ ବିଶ୍ୱାସ ଓ ସନାତନ ଧର୍ମର ପ୍ରଚାର ପ୍ରସାର ଉପରେ ଆଲୋଚନା କରିଥିଲେ । ପରେ ଗୁଣ୍ଡିଚା ମନ୍ଦିର ନିକଟରେ ବିଧାୟକ କରକମଳରେ ଉଜ୍ଜଳ ଲାଇଟ ର ଉଦଘାଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *