ପୁରୀ ର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ପୁରୀ ୨୯/୨ ପୁରୀ ର ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କଟକ ମୁନିଲିପାଲ କର୍ପୋରେସନ ର କମିଶନର ତଥା କଟକ ଊନ୍ନୟନ କର୍ତ୍ତୃପକ୍ଷ ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ରେ ରହିଥିଲେ।ପୁରୀ ରେ ଜିଲ୍ଲାପାଳ ରହିଥିବା ବିଜୟ କୁମାର ଦାଶ ଙ୍କ ର କଟକ ମୁନିଲିପାଲ କର୍ପୋରେସନ ର କମିଶନର ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *