ଷୋଳପଦା ମହାବିଦ୍ୟାଳୟ ଠାକୁରଗଡ଼ , ୨୦୦୮ ବର୍ଷ ର ବନ୍ଧୁ ମିଳନ

ଆଠମଲ୍ଲିକ, ୧୪/୧୨ ଆଠମଲ୍ଲିକ ବ୍ଲକ ର ଷୋଳପଦା ମହାବିଦ୍ୟାଳୟର ୨୦୦୮ ମସିହାର ସମସ୍ତ ଛାତ୍ର ଛାତ୍ରୀ ପୁରୁଣା ସ୍ମୃତି କୁ ମନେ ପକେଇବା ପାଈ ଆଜି ସମସ୍ତେ ମିଶି ୬୦ ଜଣ ଛାତ୍ର ଛାତ୍ରୀ ଠାକୁରଗଡ଼ ଗ୍ରାମୀଣ ପାର୍କ ଠାରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ ଏଥିରେ ସମସ୍ତେ ନିଜ ନିଜର ପରିବାର ସହ ଆସି ୧୭ ବର୍ଷ ପରେ ଏଭଳି ଆୟୋଜନ କରି ଏଥିରେ କଲେଜ ସମୟରେ କିପରି ଜୀବନ ଜାପାନ ଏବେ କାର ବାସ୍ତବତା ଜୀବନ କାହାଣୀ ସବୁ ଅଲୋଚନା ହେଇଥିଲା ପୁରାତନ ଛାତ୍ର ଛାତ୍ରୀ ଇତିଶ୍ରୀ ସାହୁ ଏବଂ ସୌରଭ ମିଶ୍ର ସଭାପତିତ୍ୱରେ ଏହି ଆୟୋଜନ ହୋଇଥିଲା ରଞ୍ଜିତା ସାହୁ ,ସୁନିଲ ବେହେରା, ତଅପୋଇ ସାହୁ , କାମାକ୍ଷା ନାୟକ, ସୁଚିଶ୍ମିତା ପ୍ରଧାନ ,ବୀଣାପାଣି ମାଝୀ,ପ୍ରଶାନ୍ତ କୁମାର ସାହୁ, ମୌସୁମୀ ନାୟକ , ଅଳକା ନାୟକ , ନିଶିକାନ୍ତ ସାହୁ , ରଞ୍ଜନ ନାୟକ, ନାରାୟଣ ନାୟକ,ସୁବାଷ ମେହେର, ଲିଙ୍ଗରାଜ ସାହୁ , ବେଣୁଧର ମାଝୀ,ଶୋଭାଗିନୀ ପ୍ରଧାନ, ସୁନିତା ପ୍ରଧାନ ,ସୁନିତା ପ୍ରଧାନ,ରଶ୍ମିତା ପ୍ରଧାନ ।

Leave a Reply

Your email address will not be published. Required fields are marked *