ପିଲାମାନେ ପାଠ ପଢୁଥିବା ବେଳେ ଶ୍ରେଣୀ ଗୃହରୁ ବାହାରିଲା ବିଷଧର ସାପ ।
ପିଲାମାନେ ପାଠ ପଢୁଥିବା ବେଳେ ଶ୍ରେଣୀ ଗୃହରୁ ବାହାରିଲା ବିଷଧର ସାପ ।
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ମେରିକୋଟ ପଞ୍ଚାୟତ ର ସୁନାଖଣ୍ଡି ଗ୍ରାମରେ ଥିବା ପ୍ରାଥମିକବିଦ୍ୟାଳୟ ଟି ର ଶ୍ରେଣୀଗୃହ ରେ ପାଠ ପଢା ଚାଲିଥିବା ବେଳେ ବାହାରିଲା ବିଷଧର ସାପ।ସାପକୁ ଦେଖି ଛାତ୍ରଛାତ୍ରୀ ମାନେ ଭୟରେ ଶ୍ରେଣୀଗୃହ ରୁ ବାହାରି ଯାଇଥିଲେ ।ସ୍ଥାନୀୟ ଲୋକେ ଓ ବିଦ୍ୟାଳୟ କର୍ମଚାରୀ ସାପକୁ ଉଦ୍ଧାର କରିଥିଲେ। ପରେ ପାଠପଢା କାର୍ଯ୍ୟକ୍ରମ ସ୍ଵାଭାବିକ ହୋଇଥିଲା
