ଶ୍ରୀ ସତ୍ୟସାଇ ବାବା ଙ୍କ ପାଦୁକା ରଥ ଯାତ୍ରା
ଶ୍ରୀ ସତ୍ୟସାଇ ବାବା ଙ୍କ ପାଦୁକା ରଥ ଯାତ୍ରା,ଭଗବାନ ଶ୍ରୀ ସତ୍ୟ ସାଇ ବାବା ଙ୍କ ପାଦୁକା ରଥ ଯାତ୍ରାପୁରୀ ସ୍ଥିତ ବୀର ହରେକୃଷ୍ଣ ପୁର ଗୋପୀନାଥ ମନ୍ଦିର ରେ ପହଁଚି ଥିଲେ,ସହ ସହ ସାଇ ଭକ୍ତ ସେଇ ମନ୍ଦିର ରେ ପହଂଚି ସତ୍ୟ ସାଇ ବାବା ଙ୍କୁଧୁପ ଦୀପ ଦେଇ ବନ୍ଦାପନା କରିଥିଲେ, ସେଠାରୁ ରଥ ରେଣ୍ଡୁଅ, ନୁଆଁ ପାଟଣା,ସମଙ୍ଗରା, ବାଲିଗୁଆଳି ଦେଇ ସ୍ୱାମୀ ଚିଦାନନ୍ଦ ଙ୍କ ଆଶ୍ରମ ରେ ରହିଥିଲେ,ରାତ୍ର ରେ ଶ୍ରୀକ୍ଷେତ୍ର କଲୋନୀ ଠାରେ ଭଜନ କୀର୍ତନ କରାଯାଇଥିଲା,ଆଜି ରଥ ପୁରୀ ଜିଲ୍ଲା ସ୍କୁଲ,ମୋଚିସାହି ଛକ, scs କଲେଜ ଦେଇ ସତ୍ୟ ସାଇ ମନ୍ଦିର ରେ ପହଁଚି ବିଶ୍ରାମ ନେଇଥିଲେ,
