ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ (ରୀତା ସାହୁ, ଜଗତସିଂହପୁର)
—————————————-
ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କୁ ସ୍ମରଣୀୟ କରିବା ପାଇଁ ବ୍ଯାପକ କାର୍ଯ୍ଯକ୍ରମ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ହାତକୁ ନେଇଥିଲେ । ପ୍ରଥମେ ଟାଉନ ହଲ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ କଂ ଫଟୋ ଚିତ୍ରରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଜଂଳି ଜଣାଇଥିଲେ । ପରେ ଗାନ୍ଧୀ ଛକ ଓ ଥାନା ଛକ ସ୍ଥିତ ଗାନ୍ଧୀ କଂ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଜଂଳି ଦିଆଯାଇଥିଲା । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ଠାରୁ ଥାନା ଛକ ପର୍ଯ୍ଯନ୍ତ ଗାନ୍ଧୀ ପଥେ ଓଡିଶା ବ୍ଯାନର ତଳେ ପଦଯାତ୍ରା କରିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ନିର୍ମଳ ଜଗତସିଂହପୁର କାର୍ଯ୍ଯକ୍ରମ ନାମରେ କଂଗ୍ରେସ କର୍ମୀ ସଫେଇ କରିଥିଲେ । ଏହାପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ରୋଗୀ ମାନକୁଂ ଫଳ , ବିସ୍କୁଟ ଓ ଫଳରସ ବଣ୍ଚନ କରିଥିଲେ। ପରିଶେଷରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାୟକ ଜିଲ୍ଲାର ସମସ୍ତ ଯୁବକ ଯୁବତୀ ମାନକୁଂ ଗାନ୍ଧୀ ପଥେ ଅଗ୍ରସର ହେବାକୁ ଆହ୍ବାନ କରିଥିଲେ।

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ଉପ ସଭାପତି ସର୍ବେଶ୍ବର ପଣ୍ଡା , ପୂର୍ବତନ ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ମାନସ ରଥ , ନଗର କଂଗ୍ରେସ ପୂର୍ବତନ ସଭାପତି ଅଭୟ ମହାନ୍ତି , ମହନି ଚରଣ ରାଉତ , ଏରସମା ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ବଲ୍ଲଭାନନ୍ଦ ଦାସ , ଯୁବ ନେତା ବିରେନ ଦଳାଇ , କୁଜଗଂ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ନିହାର ଦାସ , ରଘୁନାଥପୁର ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ପ୍ରଶାନ୍ତ ଦାସ , ପୂର୍ବତନ ଉପ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ପିତେଇପୁର ସମିତିସଭ୍ଯ ହିମାଂଶୁ ପରିଡା ,
ଲକ୍ଷ୍ମୀଧର ଦାଶ , ଶୁଭନାରାୟଣ ନାୟକ , ଜିତେନ୍ଦ୍ର ମହାନ୍ତି , ଧନଜଂୟ ସୂତାର , ଦେବୀ ପ୍ରସାଦ ପରିଡା , ଯୁବ କଂଗ୍ରେସ ସଭାପତି ସୋରୂପ କାନୁନଗୋ , ଦୁଃଖିଶ୍ଯାମ ଦାସ , ପିତାମ୍ବର ସେଠୀ , ଅବନିକାନ୍ତ ମହାରଣା , ଇମତିୟାଜ୍ ଅହମ୍ମଦ ଖାନ୍ , ତପନ ବିଶ୍ବାଳ , କାହ୍ନୁ ରାଉତ , ଦୀପକ କୁମାର ସ୍ବାଇଁ , ଅରୁଣ ବେହେରା , ଅବଦୁଲ ନସିମ୍ ଖାନ୍ , ବୁବୁ ପରିଡା , ପ୍ରିତମ ପରିଜା , ମନୋଜ ଦାଶ
ଅବିନାଶ ମଲ୍ଲିକ , ରାହୁଲ ମଲ୍ଲିକ , ସୌଭାଗ୍ଯ ଦାସ , ଜିତୁ ନାରାୟଣ ସାହୁ , ମୋହନ ଚରଣ ଦାଶ , ସତ୍ଯବ୍ରତ ଦାସ , ଲକ୍ଷ୍ମୀଧର ମଲ୍ଲିକ , ଦିଲ୍ଲୀପ ମହାର , ବିଶ୍ବଜିତ ସେଠୀ , କେଦାର ଦଳାଇ, ଦିପ୍ତୀ ରଜଂନ ସାହୁ , ସୁଧାକର ଖଟୁଆ ,
ନାରାୟଣ ନାୟକ , ସାରଦା ଜେନା , ପ୍ରଦୀପ୍ତ ଦାସ , ବିଷ୍ଣୁ ବିଶ୍ବାଳ , ଲକ୍ଷ୍ମୀଧର ନାୟକ , ସ୍ବପ୍ନ ସରିତ ରାଟସିଂହ,
ରମାକାନ୍ତ ଦାସ ,ମହମ୍ମଦ ଅବଦୁଲ ଓ୍ବାହିଦ , ମହମ୍ମଦ ଇସମାଇଲ , ଧନଜଂୟ ସୂତାର , କୃଷ୍ଣଚନ୍ଦ୍ର ସ୍ବାଇଁ , ସରୋଜ ନାୟକ , ସମିତିସଭ୍ଯ ଦେବୀ ପ୍ରସାଦ ପା଼ଳ , ମାନସ ନନ୍ଦ , ଲକ୍ଷ୍ମୀଧର ମନ୍ତ୍ରୀ , ବ୍ରଜ କିଶୋର ମଲ୍ଲିକ , ସାୟକ , ଧୃବ ଚରଣ ପରିଡା , ଜୟନ୍ତ ପରିଜା , ସମିତିସଭ୍ଯ ରଜଂନ କୁମାର ସାହୁ , ରିକୁଂ ପାଳ , ମନୋଜ କୁମାର ବେହେରା , ନବୀନ ବିଶ୍ବାଳ , ସୁଧାଂଶୁ ବେହେରା , ନିଲୁ ଦାଶ , ଗଗନ ବିହାରୀ ସାହୁ , ଶୁଭାଶିଷ ସ୍ବାଇଁ , ପ୍ରଭାତ ସ୍ବାଇଁ , ପ୍ରଦୀପ୍ତ ଶତପଥୀ , ଅଜୟ ସ୍ବାଇଁ , ରାକେଶ ସ୍ବାଇଁ , ଜ୍ଯୋତି ରଜଂନ ମଲ୍ଲିକ , କାର୍ତ୍ତିକ ଓଝା , ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସାଇ ପ୍ରଭଜଂନ ମହାପାତ୍ର , ସୁଦାମ ସ୍ବାଇଁ , ଲାରା ବାରିକ , ପ୍ରତ୍ଯୁଷ ନାୟକ , ରାକେଶ ସ୍ବାଇଁ ପ୍ଯାରେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *