ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକଭଦ୍ରକ, ୧୪ ।୧୧:୨୦୨୪-୨୫ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଆଳି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଲ୍ଲୀପରାଉତରାଏଙ୍କ ଅଧ୍ୟକ୍ଷତାରେ ସଦଭବନା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୨୭.୧୨.୨୪ ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ ।୩୧.୩.୨୫ତାରିଖ ପର୍ଯ୍ୟତ ଧାନ କିଣା ଚାଲୁ ରହିବ । ଚଳିତ ବର୍ଷ ୮୦ହଳାର ୫ଶହ ପଂଜିକୃତ ଚାଷୀ ଧାନ କିଣରେ ସାମିଲ ହେବେ । ଜିଲ୍ଲାର ୧୦୨ଟି ପାସ୍‌ଓ ୫୭ଟି ଜହୁଏସ୍ଏଚଳି କରିଆରେ ୧୫୯ଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ ବୋଲି ଆପାତତଃ ବୈଠକରେ ନିଷ୍ପତି ନିଆଯାଇଛି ।

ଚଳିତ ବର୍ଷ ପ୍ରଥମ ଦଫାରେଜିଲ୍ଲାରେ ୧୯ଲକ୍ଷ ୮୩ହଜାର ୪୪୧ କ୍ଲିଟାଲ ଧାନ ସଂଗ୍ରହ କରାଯିବ । ଧାନ ଦ୍ବିଟାଲ ପ୍ରତି ୩୧ଶହ ଟଙ୍କା ମୂଲ୍ୟରେ କିଣାଯିବ । ୨୪ଘଟରୁ ୪୮ଘଟା ମଧ୍ୟରେଚାଷୀଙ୍କ ଧାନ ବିକ୍ରି ପ୍ରାପ୍ୟ ସେମାନଙ୍କ ଆକାଈଙକୁ ଟ୍ରାନ୍ସଫର ହେବ । ଚାଷୀମାନେ ନିଜ ନିଜର ନିର୍ଦ୍ଧାରିତ ମଶିରୁ ଏଫ.ଏ.କ୍ୟୁ ମାନର ଧାନ ଆଣିବାକୁ କଚାଳନ ନିର୍ଦ୍ଦେଶରହିଛି । ବିଶେଷ କରି ଧାନରେ ମଇସଚର, କାଠି, କୁଟା, ଗୋଳି ଓ ଅଗାଳି ଆଦି ନଥିବ । ସଫା, ପରିସ୍କାର ଧନ ଆଣିବାକୁ କୁହାଯାଇଛି । ମଣ୍ଡି ନିକଟରେ ଧାନ ରମାନ ନିର୍ଦ୍ଧାରଣ ର ମାନ ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ରହିଛି । ମାଳ ନିର୍ଦ୍ଧାରଣ ସକାଶେ ୪ଜଣ ସରକାରୀ କର୍ମଚାରୀ(ଦ୍ବାଲିଟି ଆନାଲିଷ୍ଟ, ପରଚେସ୍ ଅଫିସର, ମଣ୍ଡିନୋଡାଲ ଅଫିସର ଓ ମିଲର ପ୍ରତିନିଧ )ଙ୍କ ଉପସ୍ଥିତିରେ ବୈଠକରେ ନିଷ୍ପତି ନିଆଯାଇଛି । ଯଦି ଏଥିରେ ବ୍ୟତିକ୍ରମ ଘଟେ ସଂପୃକ୍ତ ଚାଷୀ ମଞ୍ଜିରୁ ଧାନ ଫେରାଇନେବେ। ପରବର୍ତୀ ସମୟରେ ଧାଯ୍ୟ ଟୋକନର ଅବଧୂ ମଧ୍ୟରେ ମଣ୍ଡିକୁ ଆଣି ବିକ୍ରି କରି ପାରିବେ । ଟୋକନ ର ଅବଧୂ ୩୦ ଦିନ ରଖାଯାଇଛି । ଧାନ ବିକ୍ରି କରିବା ସମୟରେଚାଷୀ ନିଜର ଅଧାର କାର୍ଡ ଓ ନିଜର ବ୍ୟାଙ୍କ ଖାତା ପ୍ରଦାନ କରିବେ । ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏଥର କଟନ୍ତି ଝଟନି ହେବ ନାହିଁ । ଏଣୁ ଚାଷୀ ଝୋଟବ୍ୟାଗରେ ସଫା ସୁତୁରା ଓ ଗୁଣାତ୍ମକ ଏଫଏକ୍ୟୁ ମାନର ଧାନ ଆଣିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏଥି ସକାଶେ ପ୍ରତି ଗାଁରେ ଭିଡିଓ, ଅଡିଓ ଓ ଲିଫଲେଟ୍ମାଧ୍ୟମରେ ସଚେତନ‌ତା ସୃଷ୍ଟି କରାଯିବା ପାଇଁ ନଷ୍ପତି ନିଆଯାଇଛି । ଧାନ କେବଳ ମଣ୍ଡି ଠାରେ ଓକେନ ହେବା ସହ ଏଫଏକ୍ୟୁ ଟେଷ୍ଟ କରାଯିବ । ପୂର୍ବଭଳି ମିଲ୍ ରେଧାନ ଓଜନ କି ପରୀକ୍ଷା କରାଯିବ ନାହିଁ । ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରତ୍ୟେକ ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ । ଏହା ନିଷ୍କ୍ରିକ୍ ହେପ୍‌ଟର୍ସ ସହୱେବକାର୍ତ୍ତି କରାଯିବ । ଫଳରେ ମଣ୍ଡିର କିଣାବିକା ସମସ୍ତ ବିତ୍ର ପ୍ରଦର୍ଶିତ ହେବ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅବଗତ ହେବେ । କେତେକ ସମ୍ବେଦନଶୀଳ ମଣ୍ଡିରେଧାନର ମାନ ନିର୍ଦ୍ଧାରଣ କରାଯିବା ନେଇ ଉପୁକୁ ଥିବା ସମ୍ରାଜ୍ୟ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖ୍ ପୋଲିସ ର ସହାୟତା ଲୋଳା ଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି। ଧାନକ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ୍ ପରିଚାଳନା କରାଯିବା ସହ ଜଣେ ଅଫିସରଙ୍କୁ ଚାଷୀଙ୍କ ସମସ୍ୟା ପାଇଁ ନିଯୁକ୍ତ କରାଯିବ । କେଉଁ ମଣ୍ଡିରେ କେଉଁ କେଉଁଦିନ କେତେ ପରିମାଣରେ ଧାନ ସଂଗ୍ରହ କରାଗଲା ତାହାର ବିବରଣୀ ଅନ୍‌ଲାଇନ ମାଧ୍ୟମରେ ଜିଲ୍ଲା କଣ୍ଟ୍ରୋଲ ରୁମ୍ କୁ ଅବଗତ କରାଯିବ । ଏହି ସମସ୍ତ କାର୍ଯ୍ୟ ପି-ପାଶ୍ମାଧ୍ୟମରେ କରାଯିବ । ପ୍ରତି ମଣ୍ଡିରେ ଧାନ ସଂଗ୍ରହ କରି ୩ଦିନ ରଖ‌ିବା ନିମନ୍ତେ ଆର. ଏମ୍.ସି ତରଫରୁ ପିଶି ନିର୍ମାଣ କରାଯିବା ନେଇ ନିଷ୍ପତି ନିଆଯାଇଛି । ପ୍ରତିମଣ୍ଡିରେ ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ଯଥା-ଡିଜିଟାଲ ଓଜନ ମେସିନ, ମଇସବର ମିଟର, ମିନି ଗ୍ରେଚର, ଦାଇପିର୍କିନ୍ ଓ ପ୍ରଥମ ଥର ପାଇଁ ଗ୍ରେନ୍ଏନାଲାଇଜ‌ର ମେସିନ ବ୍ୟବହାର କରାଯିବ । ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ପିଇଳା ପାଣି, ଅସୂୟୀ ଶୌଚାଳୟ ଓ ଆଶ୍ରୟଗୁଳି ର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମଶିପାଇଁ ସ୍ଥାନୀୟ ଚାଷୀ ଓ ସରକାରୀ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି । ଏମାନେ ଧାନ ସଂଗ୍ରହ କାର୍ଯ୍ୟର ତଦାରଖ କରିବେ । ଧାନ ମଣ୍ଡିକୁଦଲାଇ ମୁକ୍ତ କରିବା ପାଇଁ ଚାଷୀ କମିଟି ଓ ପ୍ରାକୃତ ଅଧିକାରୀଙ୍କୁ କ୍ଷମତା ଦିଆଯିବା ସହଗଠନ କରାଯିବାର ନିଷ୍ପତି ନିଆଯାଇଛି । ଅନୁଷ୍ଠିତବୈଠକରେ ଉପସ୍ଥିତ ବିଧାୟକ ଓ ଡିଏପିସି ର ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଗୁଡିକୁ ପରବର୍ତୀ ସମୟରେ ପ୍ରଶାସନ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣକରିବାକୁ ନିଷ୍ପତି ନିଆଯାଇଛି । ପାଳିର ଅନୁଷ୍ଠିତ ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟଜ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର,ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେଳା, ଅତିରିକ୍ତ ଜିଲ୍ଲାପାଳ ଶାତକୁ ମହାତି, ମୁଖ୍ୟ ଉନ୍ନୟନ ଅଧୁକାରୀ, ଜିଲ୍ଲା ପରିଷଦସରୋଜ କୁମାର ଦୂତ, ଉପ ଜିଲ୍ଲାପାଳ ସୌରଭ ଚନ୍ଦ୍ରବତୀ, ଜିଲ୍ଲା ଯୋଗଣ ଅଧିକାରୀ ଲିଙ୍ଗରାଜ ବେହେରା, ଅତିରିକ୍ତ ଯୋଗଣ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କସମେତ ଭଦ୍ରକ, ଚନ୍ଦବାଲି ଆରଏମ୍‌ସି ସେକ୍ରେଟାରୀ, ଏଠାଇସିଏସ୍, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯୋଗଣ ନିରୀକ୍ଷକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବିପିସି, ଡିପିସି,ମିଲର୍ସ ସଂଘ ଓ ଚାଷୀ ପ୍ରତିନିଧ, ୭ଟି ବ୍ଲକର ବିଭିଏ ଓ ତହସିଲଦାରମାନେ ଉପସ୍ଥିତ ଥିଲେ ।ବ୍ଲକ ଓ ଜିଲ୍ଲାସ୍ତରୀୟ ସ୍ପାର୍ଚ

Leave a Reply

Your email address will not be published. Required fields are marked *