ଶ୍ରମିକ ନେତା ଅକ୍ଷୟ ପ୍ରଧାନ ଙ୍କ ରାଜ୍ୟ ସ୍ତରୀୟ ସୃତି ସଭା
ପୁରୀ୨୧/୧୧/ସୁନାମଧନ୍ୟ ଶ୍ରମିକ ନେତା କମିନିଷ୍ଟ ପାର୍ଟି ର ରାଜ୍ୟ ସହ ସମ୍ପାଦକ ବିପ୍ଲବୀ ଅକ୍ଷୟ କୁମାର ପ୍ରଧାନ ଙ୍କ ରାଜ୍ୟ ସ୍ତରୀୟ ସୃତି ସଭା cpi ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର ଅଧକ୍ଷତା ରେ ପୁରୀ ଅର୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ କରାଯାଇଛି ସୃତି ସାଂସଦ ରେ ସମ୍ପାଦକ ଓ ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ,ଅକ୍ଷୟ ପ୍ରଧାନ ଙ୍କ ସଫଳ ସଂଗ୍ରାମୀ ଜୀବନୀ ଉପରେ ବିବରଣୀ ଉପସ୍ଥାପନା କରିଥିଲେ,ଶ୍ରୀ ପ୍ରଧାନ ନିମାପଡା କଲେଜ ଛାତ୍ର ୟୁନିୟନ ର ସମ୍ପାଦକ ନିର୍ବାଚନ ହେବା ପରେ କମ୍ୟୁନିଷ୍ଟ ଆନ୍ଦୋଳନ ରେ ନିଜକୁ ସାମିଲ କରିଥିଲେ, ସ୍ଵଚ୍ଚ ଜୀବନ କାଳରେ ପୁରୀ ମୋଟର କର୍ମଚାରୀ ସଂଘ,ପୁରୀ ଜିଲ୍ଲା ବିଦୂତ କର୍ମଚାରି ସଂଘ,ପୁରୀ ବସ୍ତି ବାସିନ୍ଦା ସଂଘ ରେ ନିଜକୁ ସାମିଲ କରିଥିଲେ, ପୁରୀ ଉଠା ଦୋକାନୀ ସଂଘ ଓ ହଜାର ହଜାର ଖଣି ଶ୍ରମିକ ଙ୍କ ନେତୃତ୍ୱ ନେଇ ରାଜ୍ୟ ରେ ଜଣେ ସ୍ୱାଧୀନତା ସଂଗ୍ରାମୀ ନେତା ଭାବରେ ପରିଚୟ ସୃଷ୍ଟି କରିଥିଲେ
