ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ।

କନ୍ଧମାଳ ତ୨୬/୦୪/୨୦୨୫ ଫୁଲବାଣୀ ସ୍ଥାନୀୟ ଗାନ୍ଧୀ ସ୍ମୁତି ଭବନ ଫୁଲବାଣୀ ଠାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ କବିତା ଦରବାର କବ୍ୟୋ ତ୍ସବ । ସକାଳ ୯ ଘଣ୍ଟିକ। ଠାରୁ ଅପରାହ୍ନ ୨ ଘଣ୍ଟିକ। ଯାଏ ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଇଥିଲା । ଏହି ଠାରେ ମୁଖ୍ୟ ଅତିଥି ଶ୍ରୀ ପ୍ରକଳ୍ପ ପ୍ରଶାସକ ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ସମ୍ମାନିତ ଅତିଥି, ଅକ୍ଷୟ କୁମାର ସେଠୀ ଜିଲ୍ଲା ସଂସ୍କୃତ ଅଧିକାରୀ ସଭାପତି, ଶ୍ରୀ ରବୀନ୍ଦ୍ରନାଥ ମିଶ୍ର ଉଦ୍ବାବଧନ ନେଇଥିଲେ ଶ୍ରୀ କୈଳାଶ ଚନ୍ଦ୍ର ଧଳ ମଞ୍ଚ ପରିଚଳନ। କରିଥିଲେ କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ର ବିଭିନ୍ନ ସାହିତ୍ୟ କ ଆସି ବିଭିନ୍ନ ପ୍ରକାର ଗପ , ସାହିତ୍ୟ କହି ଉପସ୍ଥିତ ଦର୍ଶକଙ୍କ ମନ ମହିଥିଲେ । ଏହିଠାରେ ମୁଖ୍ୟ ଚଳିତ ମାସ ପହେଲଗାଁ ରେ ମୃତ୍ୟୁ ବରଣ କରିଥିବା ନିରୀହ ବ୍ୟକ୍ତି ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *