ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ର ରାଜ୍ଯ ସ୍ତରୀୟ ବସନ୍ତ କାଳୀନ ସାରସ୍ବତ ସମାରୋହ ବାର୍ଷିକ ଉତ୍ସବ ପାଳିତ

ଚରମ୍ପା ସାହିତ୍ଯ ସଂସ୍କୃତି ମଞ୍ଚ ର ବାର୍ଷିକ ଉତ୍ସବ ଓ ରାଜ୍ଯ ସ୍ତରୀୟ ବସନ୍ତ କାଳୀନ ସାରସ୍ବତୀ ସମାରୋହ ୨୦୨୪ କବିତା ପାଠ ଉତ୍ସବ ପାଳିତ ହୋଇଯାଇଛି, । ଚରମ୍ପା ସାହିତ୍ଯ ସଂସ୍କୃତି ମଞ୍ଚ ର ସଭାପତି ଶ୍ରୀ ବାବୁଲାଲ ଦାସ ,ଦ୍ବାରା ସଭା ଆମନ୍ତ୍ରଣ କରି ଦୀପ ପ୍ରଜ୍ବଳନ ମନ୍ତ୍ର କରାଯାଇ ପାଠ କରିଥିଲେ, ସାହିତ୍ଯ ସଂସ୍କୃତ ମଞ୍ଚ ବିଷୟ ରେ ଆଲୋକପାତ କରିଥିଲେ ସାହିତ୍ୟ କିପରି ବଞ୍ଚିତ ହେବ ବର୍ଣ୍ଣନା କରିଥିଲେ ,ସଭାରେ ଉପସ୍ଥିତ, ବିଜୟ କୁମାର ବହଳୀ, ଶ୍ରୀ ମତୀ ଭାରତୀ ପଲେଇ, ବ୍ରହ୍ମା କୁମାର ଅନୀତା ,କୁଳମଣି ବେହେରା, ସମ୍ମାନିତ ଅତିଥି ସାମ୍ବାଦିକ ତପନ କୁମାର ପଣ୍ଡା,ବାବୁଲାଲ ଦାସ, ଗଗନବିହାରୀ ରାଉତ,ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ରବିନାରାୟଣ ,ପଣ୍ଡିତ ଦୟାନିଧି ମିଶ୍ର, ଉପସ୍ଥିତ ରହି ସାହିତ୍ୟ ପାଠଚକ୍ର ବିଷୟ ରେ ଆଲୋକପାତ କରିଥିଲେ ଶେଷ ରେ ମଞ୍ଚ ର କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଧନ୍ୟବାଦ ପ୍ରଦାନ କରି ସଭା ସମାପନ କରିଥିଲେ

Leave a Reply

Your email address will not be published. Required fields are marked *