ସୋରଡ଼ା ଅବକାରୀ ବିଭାଗ କୁ ବଡ ସଫଳତା
ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗ ବିଭାଗ କୁ ମିଳିଛି ବଡ ସଫଳତା| ଆଜି ସକାଳେ ଧରାକୋଟ ତହସିଲ ର ରୁଗୁମୁ ଗ୍ରାମରେ ସୋରଡ଼ା ଅବକାରୀ ବିଭାଗ, ଛତ୍ରପୁର ମୋବାଇଲ ଟିମ ଇନ୍ସପେକ୍ଟର ଅଂଶୁମାନ ଜେନା ସହ ତାଙ୍କରି ଟିମ ଓ ସୋରଡ଼ା ଅବକାରୀ ଥାନା ଅଧିକାରିଣୀ ଦେବସ୍ମିତା ନାୟକ, ଅତିରିକ୍ତ ଉପନିରୀକ୍ଷକ ସୁରେନ୍ଦ୍ର ପଣ୍ଡା, ଟିମ ଲିଡର ଜି. ଭିମା ଚଢ଼ାଉ କରି 4950 ଲିଟର ପୋଚ ଓ 500 ଲିଟର ଦେଶୀ ମଦ ନଷ୍ଟ କରିଛନ୍ତି |

ସୋରଡ଼ା ଅଞ୍ଚଳ ରେ ଅବକାରୀ ବିଭାଗ ଏଭଳି ଲଗାତର ଚଢ଼ାଉ ଦେଖି ଚୋରା ମଦ ମାଫିଆ ଙ୍କ ନିଦ ହଜିବାରେ ଲାଗିଛି ଓ କିଛି ବୁଦ୍ଧିଜୀବି ମନେ ସାଧୁବାଦ୍ ଜଣାଇଛନ୍ତି l ଯେ କିଛିଲୋକ ଙ୍କ ଘର ଭାଙ୍ଗିବାରୁ ବାର୍ତିଗଲେ l କିଛି ବାରିବାର ର ଶାନ୍ତି ଫେରିପାଇବାର ଆଶା ବଢୁଛି l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
