ଯୋଗାଣ ବିଭାଗ କାର୍ଯ୍ୟାଳୟରେ ପଡିଲା ତାଲା
ରେସନ ଚାଉଳ କୁ କେନ୍ଦ୍ର କରି ବାସୁଦେବପୁର ବ୍ଲକ ରେ ତୁମୁଳ କାଣ୍ଡ. ଯୋଗାଣ ଅଧିକାରୀଙ୍କ ସାର୍ଟ ଚିରିବା ସହ ନିସ୍ତୁକ ମାଡମାରି ଘାୟଲ କଲେ ଶତାଧିକ ମହିଳା ହିତାଧିକାରୀ. ଯୋଗାଣ ବିଭାଗ କାର୍ଯ୍ୟାଳୟ ରେ ପଡିଲା ତାଲା.