ଶ୍ରୀକ୍ଷେତ୍ର ପୁରୀରେ Surebuy Store

ଶ୍ରୀକ୍ଷେତ୍ର ପୁରୀରେ Surebuy Store ର ଦ୍ୱିତୀୟ ଆଉଟଲେଟ୍ ର ଭବ୍ୟ ଉଦଘାଟନ ଶ୍ରୀକ୍ଷେତ୍ର ଧାମ ପୁରୀ ରେ ଆଜି ଗୋଟିଏ ନୂଆ ଅଧ୍ୟାୟ ରେ ଆରମ୍ଭ ହୋଇଛି Surebuy Store ର ଦ୍ୱିତୀୟ ଆଉଟଲେଟ୍ ର ଭବ୍ୟ ଉଦ୍‌ଘାଟନ ହୋଇଛି। Surebuy Store ହେଉଛି ଗୋଟେ second-hand mobile showroom ଯାହା ଗ୍ରାହକଙ୍କୁ ଶ୍ରେଷ୍ଠ ମୋବାଇଲ ର ବିକଳ୍ପ ଦେଉଛି ଶସ୍ତା ଦାମରେ। ଏହି ଶୋରୁମ ର ମାଲିକ ହୋଉଛନ୍ତି ସର୍ବପ୍ରିୟ ମାତୃଦତ୍ତ |

ଏବଂ ଏହାକୁ ସମାଜସେବୀ ଆଭାରାଣୀ ଚୌଧୁରୀ ଓ ମାତୃମୟୀ ପ୍ରିୟଦର୍ଶିନୀ ଙ୍କ ଦ୍ୱାରା ଫିତା କାଟି ଉଦଘାଟନ କରାଯାଇଥିଲା।ଉଦଘାଟନ ସମୟରେ ଶ୍ରୀ ସର୍ବପ୍ରିୟ ମାତୃଦତ୍ତ ଙ୍କୁ ତାଙ୍କ ଫ୍ୟାନମାନେ ଭବ୍ୟ ସ୍ୱାଗତ କରିଥିଲେ। “ହୋ ହାଲା” ର ଗଞ୍ଜନ ରେ ପୁରୀ ସହର ହସି ଉଠିଥିଲା। ଏହି ଦୃଶ୍ୟ ପରିବେଶ ମଧ୍ୟ ଦର୍ଶକ ଓ ଗ୍ରାହକଙ୍କ ପାଇଁ ଅତି ଆନନ୍ଦ ଜନକ ଥିଲା |Surebuy Store ର ଏହି ନୂଆ ଆଉଟଲେଟ୍ ଦ୍ୱାରା ଏବେ ପୁରୀ ଓ ଆଖପାଖ ଅଞ୍ଚଳର ଲୋକମାନେ ଶ୍ରେଷ୍ଠ ମୋବାଇଲ ମିଳୁଥିବା ଏକ ନୂଆ ଠିକଣା ପାଇଛନ୍ତି।

Leave a Reply

Your email address will not be published. Required fields are marked *