ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ପୁରୀ ୧୦/୮ ପୁରୀ ଜିଲ୍ଲା ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଆଜି ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରିବେଶ ର ସୁରକ୍ଷା ଓ ସୁସ୍ଥ ଜୀବନ ପାଇଁ ସ୍ବଛତା ଅତ୍ୟନ୍ତ ଅପରିହାର୍ଯ୍ୟ।ସେଥିପାଇଁ ସ୍ବଛତା କୁ ସେବା ବୋଲି ଅଭିହିତ କରାଯାଇଛି।ଆଜି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ସ୍ବଛତା ଅଭିଯାନ ସହ ସଚେତନତା ର ବାର୍ତ୍ତା ଦିଆଯାଇଥିଲା।
