ମହିଳା କ୍ରିକେଟ ବିଶ୍ୱକପ ଫାଇନାଲ ରେ ମୁହାଁ ମୁହିଁ ହେବେ ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା

ମହିଳା କ୍ରିକେଟ ବିଶ୍ୱକପ ଫାଇନାଲ ରେ ମୁହାଁ ମୁହିଁ ହେବେ ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା.. ତେବେ ଭାରତୀୟ ମହିଳା କ୍ରିକେଟ ଦଳ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଦମଦାର ଇନିଂସ ଖେଳି ଥିବା ବେଳେ ବିଶ୍ୱକପ ବିଜେତା ହେବା ନେଇ ପୁରୀ ବେଳାଭୂମିରେ ବାଲୁକା କଳାରେ ଶୁଭେଚ୍ଛା ଜଣାଇବା ସହ ଗୁଡ଼ ଲକ ଟିମ ଇଣ୍ଡିଆ ଲେଖି ବାଲୁକାକଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ.ଆଉ cheer to women power ଲେଖି ମହିଳା କ୍ରିକେଟ ଟିମ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରନ୍ତୁ ବୋଲି ସୁଦର୍ଶନ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *