ସରକାରୀ ଜାଗାରେ ବେଆଇନ୍ ଘର ନିର୍ମାଣ କୁ ଦେଖି ଚକିତ ହେଲେ ତହସିଲଦାର

ଭଦ୍ରର ସହର ସରକାର ନଗର ଠାରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସରକାରୀ ଜବରଦଖଲ ଉଚ୍ଛେଦ | ସରକାରୀ ଜାଗାରେ ଜବରଦଖଲ ଦେଖି ତାଜୁବ ହୋଇଗଲେ ସରକାରୀ ଅଧିକାରୀ | ସରକାରୀ ଜାଗରେ ନିର୍ମାଣ ହୋଇଛି ବେସରକାରୀ ମାର୍କେଟ ବିଲଡିଂ | ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା | ତହସିଲଦାର କହିଲେ, ଏ ହେଉଛି ଗରିବ ଲୋକଙ୍କ ଘର ଯାହା ପାଇଁ ଉଚ୍ଛେଦକୁ କରାଯାଉଛି ବିରୋଧ | ଉଚ୍ଛେଦ ସହ ଭଦ୍ରକବାସୀଙ୍କ ରହିଛି ପୂର୍ଣ୍ଣ ସମର୍ଥନ,ତେବେ କିଛି ସ୍ବାର୍ଥନ୍ବେଶୀ ଲୋକ ନିଜର ସ୍ବାର୍ଥ ସାଧନ ପାଇଁ ଏହାକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି ତହସିଲଦାର |ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *