ଛାତ୍ରଙ୍କ ଆତ୍ମହତ୍ୟା କୁ ନେଇ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ରେ ଉତ୍ତେଜନା
ଛାତ୍ରଙ୍କ ଆତ୍ମହତ୍ୟା କୁ ନେଇ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ରେ ଉତ୍ତେଜନା ।ଇ ଓ ଡି ଙ୍କ ପେସର ଯୋଗୁ୍ ଛାତ୍ର ଜଣଙ୍କ ସୁଇସାଇଡ କରିଥିବା ଅଭିଯୋଗ ହେଉଛି। ମୃତ ଛାତ୍ର ଙ୍କ ନାମ ହେଉଛି ୟାନସୁଲ କଇବଟ ତାଙ୍କ ଘର ହେଉଛି ଛତିଶଗଡ I ସେ ଡ଼ିପ୍ଲୋମା ଦ୍ବିତୀୟ ବର୍ଷର ଛାତ୍ର ।ଏହି ଆତ୍ମହତ୍ୟା ଯୋଗୁ କଲେଜରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି ।ଜଟଣୀ ପୋଲିସ ଶବ ଜବତ କରିବାସହ ତଦନ୍ତ ଯାରିରଖିଛି ।
