ବାତୋ ରେ ସ୍ଵର୍ଗତ ବନ ମାଳି ପଣ୍ଡା ଙ୍କ ଦଶମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଆନନ୍ଦପୁର ଘସିପୁରା ଅନ୍ତର୍ଗତ ବାତୋ ଗ୍ରାମରେ ରେ ସ୍ଵର୍ଗତ ବନମାଳୀ ପଣ୍ଡା ଙ୍କ ଦଶମ ବାର୍ଷିକ ଶ୍ରାଦ୍ଧ ଉତ୍ସବ କୁ ଶିକ୍ଷାବିତ୍ ଯଦୁନାଥ ମଲ୍ଲିକ ଙ୍କ ସଭା ପତିତ୍ୟ ରେ ଘଷିପୁରା ର ମାନ୍ୟବର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେବିଷ୍ଣୁ ନାରାୟଣ ସାମଲ ଓ ସାହିତ୍ୟିକ ରତ୍ନା କର ଦାସ ଙ୍କ ସଂଯୋଜନା ରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ଡକ୍ଟର ବ୍ରଜମୋହନ ମିଶ୍ର,ସମ୍ମାନିତ ଅତିଥି ଭାବେ ବ୍ୟାସ ନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କୁଶ ଚନ୍ଦ୍ର ପ୍ରଧାନ,ଆନନ୍ଦପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର,ଆନନ୍ଦପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରମାକାନ୍ତ ନାୟକ,କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ରାମ ନାୟକ,ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତ, ପ୍ରାକ୍ତନ ଅର୍ଥ ସେବା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ସା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା,ଶିକ୍ଷାବିତ୍ ଗଙ୍ଗାଧର ପରିଡ଼ା,ଶିକ୍ଷାବିତ୍ ଓ କବି ପବିତ୍ର ମୋହନ ବେହେରା,ପରିବେଶ ବିତ ଓ ସମାଜସେବୀ ରମେଶ ଚନ୍ଦ୍ର ମିଶ୍ର,ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ଓ ବାର୍ଷିକ ପତ୍ରିକା କୁଞ୍ଜ ବନ କୁ ଲୋକାର୍ପଣ କରିଥିଲେ. ଡକ୍ଟର ବ୍ରଜ ମୋହନ ମିଶ୍ର ଙ୍କୁ କୁଞ୍ଜ ବନ ପୁରସ୍କାର,ଡକ୍ଟର କୁଶ ଚନ୍ଦ୍ର ପ୍ରଧାନ ଙ୍କୁ ବାବା ବକୁଲି ଗୋସ୍ୱାମୀ ସମ୍ମାନ,ରମେଶ ମିଶ୍ର ଙ୍କୁ ମା ବ୍ରାହ୍ମଣୀ ଦେବୀ ସମ୍ମାନ,ଡକ୍ଟର ଅରୁଣ କୁମାର ସାହୁ ,ନାରାୟଣ ମିଶ୍ର, ପ୍ରବଚ କ ନରହରି ଦାସ, ବେଲାଲ ସେନ ପତି, ବାମନ ଚରଣ ବେହେରା, ଘନଶ୍ୟାମ ବୋଇତେଇ, ମୂରଲୀଧର ବେହେରା, କୈଳାଶ ପାତ୍ର, ପବିତ୍ର ମୋହନ ବେହେରା, ପଦ୍ମନାଭ ପୁହାଣ, ରଘୁନନ୍ଦନ ନାଥ, ଅନାଥ ବେ ଜ, ଚାରଣ ମଧୁସୂଦନ ଭୂୟାଁ, ଶରତ କୁମାର ନାୟକ, ରଘୁନାଥ ରାଉତ, ଗିରିଧାରୀ ବେହେରା, ଶିବ ସୁନ୍ଦର ସାହୁ, ମନ୍ମଥ ବେହେରା, ରତ୍ନାକର ପାତ୍ର ,ଗାୟକ ଦୁଷ୍ମନ୍ତ କୁମାର ମହାନ୍ତି, ବୈଷ୍ଣବୀ ଚକ୍ର, ଗୀତାଞ୍ଜଳି ସାହୁ, ସ୍ବପ୍ନ ରାଣୀ ନାଥ ଆରାଧ୍ୟ ସମ୍ପନ୍ନ ଦଳେଇ ଙ୍କୁ ୨୦୨୫ ବନମାଳୀ ପଣ୍ଡା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ସମ୍ପାଦକ ନରହରି ରାଉତ ଧନ୍ୟବାଦ୍ ପ୍ରଦାନ କରି ଥିବା ବେଳେ ନିବେଦିତା ପଣ୍ଡା ଭଜନ ପରିବେଷଣ କରିଥିଲେତା୧୪-୦୯-୨୦୨୫ ରେ ଗାୟତ୍ରୀ ଯଜ୍ଞ ତୋ,ପରମନନ୍ଦପୁର,ପଞ୍ଚ ହରା,pandua,ଜଳସୁଆଁ,ନୟାଗଡ,ଅଞ୍ଜିରା,ଲୁଣିଆ ପାଟଣା,ମଧୁ କେଶରୀ, ଅ ତା କର ଡ ପାଳ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ମାମ ସଙ୍କୀର୍ତ୍ତନ,୧୫-୦୯-୨୦୨୫ ରେ ଆନନ୍ଦପୁର ମଣ୍ଡଳ ର ଚାରଣ ଭାଇ ଓ ଭଉଣୀ ଙ୍କ ଦ୍ଵାରା ଚରଣୀୟ ସତସଙ୍ଗ ଓ ଯଜ୍ଞ,କବିତା ପାଠ,ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା,ବାବାଜୀ ମନ୍ ମୋହନ ଦାସ,ଗୌରାଙ୍ଗ ଓଝା,ଶଙ୍କର୍ଷଣ ସାହୁ,ସନାତନ ବେହେରା,ଅର୍ଜୁନ ନାୟକ ,କୁଶ ପରିଡ଼ା,କରୁଣା କର ମାଝୀ,ବାମନ ଚରଣ ମାଝି,ନାରାୟଣ ବାରିକ,ସୁଶାନ୍ତ ପଣ୍ଡା,ଚିନ୍ମୟୀ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, କମଳ ଲୋଚନ ପୁହାଣ,ଗଙ୍ଗାଧର ବ ରା ଳ ,ରାମ ଚନ୍ଦ୍ର ପାଗଳ,ଗୋପୀନାଥ ସ୍ଵାଇଁ,ପ୍ରଦୀପ କୁମାର ଚକ୍ର,ସନ୍ଧ୍ୟ ରାଣୀ ପୃଷ୍ଟି,ସୁବ୍ରତ ନାୟକ,ମୁରଲୀ ଧର ପରିଡ଼ା,ପୁଷ୍ପଲତା ରାମ,ଶୁଭମ୍ ସାହୁ,ବିଶ୍ୱଜିତ୍ ରାଉତ, ସୁନିଲ ଜେନା,ଶୁଭମ୍ ସାହୁ ବିଚିତ୍ର କୁମାର ଦାସ,ପ୍ରେମାନନ୍ଦ ଦଳେଇ,ପ୍ରମୋଦ କୁମାର ବରାଳ,ବାସୁଦେବ ବେହେରା,ଭାରତ ଚନ୍ଦ୍ର ନାଥ,ସୁରେନ୍ଦ୍ର କୁମାର ନାୟକ କେଶବ ବେହେରା ରାଜକିଶୋର ସାହୁ,କୋଦଣ୍ଡ ସାଆ ପ୍ର ମୁଖ କାର୍ଯକ୍ରମ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *