କୀର୍ତ୍ତନ ପୁର୍ ଗ୍ରାମରେ ଶରତ ରାସ୍ ପୂଜା ୪୬ ତମ ରେ ପଦାର୍ପଣ କରିଛି।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅଧୀନ କୀର୍ତ୍ତନ ପୁର ଗ୍ରାମରେ ୪୬ ତମ ରାହାସ ପୂଜା ସବୁ ବର୍ଷ ପରି ବହୁ ଧୁମ୍ ଧାମରେ ମଧ୍ୟ ଏବର୍ଷ ଆରମ୍ଭ କରାଯାଇଛି। ବାବା ତାରକେଶ୍ୱର୍ ୟୁଥ୍ କ୍ଳବ୍ ତରଫ ରୁ ଏ ବର୍ଷ ଗତ କାଲି ଗ୍ରମ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କରାଯିବ ବୋଲି କମିଟି ସଦସ୍ୟ ମାନେ କହିଛନ୍ତି। ପଣ୍ଡିତ ସାରଦା ପ୍ରସାଦ ଦାଶ ପୂଜା କାର୍ଯ୍ୟ କରିବା ସହିତ ଅଜିତ କୁମାର ସ୍ଵାଇଁ କର୍ତ୍ତା ଙ୍କ ସହିତ ଗ୍ରାମ ବାସି ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *