ହ୍ୟୁମାନିଟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲରେ ୭ମ ଓ ଅନ୍ତିମ ଶୀତକାଳୀନ ରିଲିଫ କ୍ୟାମ୍ପ ବ୍ରହ୍ମଗିରିର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ
ହ୍ୟୁମାନିଟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲରେ ୭ମ ଓ ଅନ୍ତିମ ଶୀତକାଳୀନ ରିଲିଫ କ୍ୟାମ୍ପ ବ୍ରହ୍ମଗିରିର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପିଙ୍କ୍ ପାଣିର ପରିଚାଳକ ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ରିଲିଫ କ୍ୟାମ୍ପରେ ବହୁ ନିରାଶ୍ରୟ ଗରିବ ବ୍ୟକ୍ତି ଓ ମହିଳା ମାନେ ଶୀତବସ୍ତ୍ର ଓ ମଶାରୀ ପ୍ରଭୁତି ପଙ୍କ୍ ପାଣି କମ୍ପାନୀର ସହଯୋଗରେ ପାଇ ଆନନ୍ଦିତ ହୋଇ ଖୁସିବ୍ୟକ୍ତ କରିଥିଲେ।ଏହି ୮ଦିନ କ୍ୟାମ୍ପରେ ପ୍ରାୟ ୧୩୦୦ କମ୍ବଳ ୩୫୦ଟି ମଶାରୀ ନିରାଶ୍ରୟ ଗରିବ ବ୍ୟକ୍ତି ଓ ମହିଳା ମାନଙ୍କୁ ବଣ୍ଟନ କରାଯାଇଅଛି । ଶେଷରେ ପିଙ୍କ୍ ପାଣି ପରିଚାଳକ ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ
