ଅଷ୍ଟପ୍ରହରୀ ନାମ ଜଜ୍ଞ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଅଛି

ବଣିଆପଡା ଶ୍ରୀଶ୍ରୀ ସ୍ବପ୍ନେଶ୍ବର ଜୀଉ ମନ୍ଦିରରେ ହରିହର ଭେଟଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ରେ ବଣିଆପଡା ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଏକଶତ ପାଞ୍ଚ ତମ ଅଷ୍ଟପ୍ରହରୀ ନାମ ଜଜ୍ଞ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମନ୍ଦିରର ହରିହର ଭେଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ବଣିଆପଡା ଗ୍ରାମ ବାସୀ ଙ୍କ ନିମନ୍ତ୍ରଣ ରେ ଠାକୁରପାଳ,ଦଣ୍ଡେଇବେରେଣୀ,ଅରାଚୁଆ,ଜୁଆଳିବନ୍ଧ, ଦକ୍ଷିଣ ପଶି,ଗୁଣ୍ଡୁରାପଷି, ନାଗେନା, ଗଁଦିଆ, ଗଁଦିଆ ପାଟଣା,ଦେଓଝର,ଚାଉଳିଆ, ମଠତେନ୍ତୁଳିଆ କୀର୍ତ୍ତନ ମଣ୍ଡଳୀ ନାମ ସଙ୍କୀର୍ତ୍ତନ କରିଛନ୍ତି।

Leave a Reply

Your email address will not be published. Required fields are marked *