ଜାନୁୟାରୀ ୫ ଗୋପାଳପୁର ଠାରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଜାନୁୟାରୀ ୫ ତାରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁର ଠାରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ଶୁଭ ଉଦ୍ଘାଟନ କରିବେ। ଏହି ଅବସରରେ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ମଧ୍ୟାହ୍ନ ସମୟରେ ଶିଳ୍ପ ତାଲିମ କେନ୍ଦ୍ର ବୁଲି ପୂର୍ବ ପ୍ରସ୍ତୁତି ତଦାରଖ କରି ଚାଲୁରହି ଥିବା ବିଭିନ୍ନ ବିଭାଗର କାର୍ଯ୍ୟ ଶିଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *