ଯୋଡ଼ା ଶ୍ରାବଣ ମାସରେ କାଉଡ଼ିଆ ଙ୍କ ଭିଡ

ଚଳିତ ବର୍ଷ ପରି ଏହିବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ପ୍ରଥମ ଶ୍ରାବଣର ଦୁଇଟି ସୋମବାର ଓ ଦ୍ୱିତୀୟ ଶ୍ରାବଣର ଦୁଇଟି ସୋମବାର ଜଳ ଲାଗି ପାଇଁ କାଉଡ଼ିଆ ମାନେ ପ୍ରସ୍ତୃତ ହେବାସହ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ଥିବା ବାବା କୁଶଳେଶ୍ୱର ମନ୍ଦିର ନିକଟରେ କାଉଡ଼ିଆ ମାନଙ୍କର ଭିଡ ଲାଗିଥିବାର ଦେଖିବାକୁ ମିଳୁଛି l ବ୍ରାହ୍ମଣୀ ନଦୀ ଗର୍ଭରୁ ଜଳ ଆଣି ବାବା ଙ୍କ ନିକଟରେ ଜଳ ଢ଼ାଳିଥାନ୍ତି l

reporter – uttam das

Leave a Reply

Your email address will not be published. Required fields are marked *