ରେଳ ଧାରଣରୁ ଯୁବକର ମୃତ ଦେହ ଉଦ୍ଧାର
କାମାକ୍ଷାନଗର, ଆଙ୍କର-ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତର ମାଲପୁରା ଗ୍ରାମ ନିକଟବର୍ତ୍ତୀ ରେଳଧାରଣରୁ ବୁଧବାର ପୂର୍ବାହ୍ନରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି l ମୃତକ ଜଣ ଙ୍କ ହେଲେ ମାଲପୁରା ଗ୍ରାମର ବାପି ଦେହୁରୀ ( ୧୯ ) ବୋଲି ଜଣାଯାଇଛି l ଧାରଣା ଉପରେ ବାପି ର ମୃତ ଦେହ ଦେଖି112କୁ ଫୋନ କରିଥିଲେ। ଖବରପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ କାମାକ୍ଷାନଗର ପୋଲିସ ପହଁଚି ଉଭୟ ତଦନ୍ତ ଚଳାଇଛନ୍ତୁ।
