ଗାଦି ଗୋସେଇଁ ପୀଠରେ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଧୁମ ଧାମ ରେ ପାଳନ
ଆନନ୍ଦପୁର* ୭ ନମ୍ବର ୱାର୍ଡ ମାଳିସାହି ସ୍ଥିତ ଗାଦି ଗୋସେଇଁ ପୀଠରେ ସବୁ ବର୍ଷ ଭଳି ଏ ବର୍ଷ ମହlଆଡମ୍ବରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ପାଳନ ହୋଇଆସୁଛି। ଏହି ସଂକ୍ରିତନ ତିନିଦିନ ଧରି ଆରମ୍ଭ ହୋଇ ନାମ ସଂକୀର୍ତ୍ତନ ସମଗ୍ର ଆଖ ପାଖ ଅଂଚଳରେ ଭକ୍ତି ପରିବେଶ ସୁଷ୍ଟି ହୋଇଛି l ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗ୍ରାମର ୮ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ଶେଷ ଦିନରେ ନଗର ପରିଭର୍ମଣ କରି ଥିଲେ l ଏହି କାର୍ଯ୍ୟକ୍ରମ କୁ ଗ୍ରାମର ସମସ୍ତ ଗ୍ରାମବାସୀ ଏବଂ. ମୁରବି ମାନଙ୍କ ସାହାଯ୍ୟ ଓ ସହଯୋଗ ରେ ଅନୁଷ୍ଠିତ ହୋଇଥିବା ଜଣା ପଡିଛି l
