ଶ୍ରୀ ମନ୍ଦିର ସାମ୍ନାରେ ମୁକ୍ତି ଲାଭ କରିଛି ଦିଵ୍ୟମ ଜ୍ୟୋତି ପ୍ରଡ଼କ୍ସନ ର ପ୍ରଥମ ଶ୍ରୀ ଜଗନ୍ନାଥ ଙ୍କ ଭଜନ

ଶ୍ରୀ ମନ୍ଦିର ସାମ୍ନାରେ ମୁକ୍ତି ଲାଭ କରିଛି ଦିଵ୍ୟମ ଜୋତି ପ୍ରଡ଼କ୍ସନ ର ପ୍ରଥମ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଜଗତ ଠାକୁର, ଶ୍ରୀ ଜଗନ୍ନାଥ ଙ୍କ ଆଶ୍ରିବାଦ ନେଇ ଆରମ୍ଭ କରିବାକୁ ଯାଉଛି ଦିଵ୍ୟମ ଜୋତି ପ୍ରଡ଼କ୍ସନ, ସଂଗୀତ ନିର୍ଦେଶକ ପ୍ରବୀର କୁମାର ସାହୁ ସଂଗୀତ ନିର୍ଦେଶନା ପ୍ରଭାକର ବିଶ୍ୱାଳ,ପ୍ରଖ୍ୟାତ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ,ଜଣେ ସେବା ନିର୍ବୁତ୍ତ ନୌ ସୈନିକ ହୋଇ ମଧ୍ୟ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତି ଓ ସଂଗୀତ ଯେପରି ଆକୃଷ୍ଟ କରିଛି, ସୁଦୂର ବିଶାଖା ପାଟଣା ରୁ ସପରିବାର ନେଇ ଆସିଛନ୍ତି ପୁରୀ ଶ୍ରୀ ମନ୍ଦିର କୁ, କାଳିଆ ଠାକୁର ଙ୍କ ଆଶ୍ରିବାଦ ନେଇ ଆରମ୍ଭ କରିବାକୁ ଯାଉଛନ୍ତି,ଦିଵ୍ୟମ ଜୋତି ପ୍ରଡ଼କ୍ସନ

Leave a Reply

Your email address will not be published. Required fields are marked *