ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଗଞ୍ଜାମ ଜିଲ୍ଲା ସୋରଡା ଥାନା ରୁମାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ପତ୍ନୀର ଆତ୍ମହତ୍ୟା।ମୃତକ ଜଣକ ହେଲେ ରୁବି ବିଷୋୟୀ। ରୁମାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ କଇଠଗୁଡା ଗ୍ରାମର ହଜାରୀ ଗୌଡ଼ ଙ୍କ ବଡ଼ ଝିଅ ରୁବି ଙ୍କୁ ବିବାହ କରିଥିଲେ।ଦୁଇ ଦିନ ଧରି ଉଭୟ ପତି ପତ୍ନୀ ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ରାଜୁ ବିଷୋୟୀ ଘଟଣା ସମ୍ପର୍କରେ ସୋରଡ଼ା ଥାନାରେ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଚଳାଇଛ
