କନ୍ଧମାଳ କଂଗ୍ରେସ ପକ୍ଷ ରୁ ସଂଗଠନ ଶ୍ରୀଜନ ଅଭିଯାନ ଆରମ୍ଭ ।
କନ୍ଧମାଳ , ଫୁଲବାଣୀ ତା ୪/୦୮/୨୦୨୫ ଫୁଲବାଣୀ ସଦର ମହକୁମା ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ମଲିକ।ଅର୍ଜୁନ ଖଡଗେ ଙ୍କ ନିର୍ଦ୍ଦେଶ କ୍ରମେ ଅଲ ଇଣ୍ଡିଆ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷ ଶ୍ରୀ ପ୍ରକାଶ ଯୋଶୀ ଜି ଓ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷ ଶ୍ରୀ ଶ୍ରୀକାନ୍ତ ଜେନା ଓ କନ୍ଧମ। ଳ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ଓ ବର୍ତ୍ତମାନ ଜିଲ୍ଲା ସଂଯୋଜକ ଶ୍ରୀ ଚନ୍ଦ୍ର ଶେଖର ପରିଡ଼ାଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ଠାରେ ସଂଗଠନ ଶ୍ରୀଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ ଡାକ। ଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ଅଲଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ଯୋଶୀ ଜି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜିଲ୍ଲାରେ କିପରି ଭାବରେ ସଂଗଠନ ସୃଦୃଡ ହାଇପ।ରିବ ତାହାରି ଉପରେ ଅ।ଳଚନ। କରି ଜିଲ୍ଲାର ବାରଗୋଟି ବ୍ଲକ କୁ ଯାଇ ସବୁ ବ୍ଲୋକ ଓ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀ ଙ୍କ ମତ। ମତ ନେଇ କେଁଉ ଯୋଗ୍ୟ ବ୍ୟକ୍ତି ଙ୍କୁ ଜିଲ୍ଲାର ସଭାପତି କଲେ ଆଗାମୀ ଦିନରେ ପଞ୍ଚାୟତ ଓ ପୌର ଓ ଏନ୍ ଏ ସି ନିର୍ବାଚନରେ ଦଳ ଭଲ ଫଳ କରିବ ତାହାରି ଉପରେ ଗୁରୁତ୍ଵ ଦେଇ ଜିଲ୍ଲା ସଭାପତି ବଛାଯିବ ବଲି କହିଥିଲେ। ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଶ୍ରୀ ଶ୍ରୀକାନ୍ତ ଜେନା କନ୍ଧମାଳ ଜିଲ୍ଲାରେ ଅନେକ କଂଗ୍ରେସ କର୍ମୀ ଅଛନ୍ତି ।ସମସ୍ତେ ଚାହୁଁଛନ୍ତି କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଆସୁବଲି । ଏହି ଜିଲ୍ଲାରେ ବିଭିନ୍ନ ଅସୁବିଧା ଅଛି ବୋଲି ଶ୍ରୀ ଜେନା କହିଥିଲେ ।ମ।ଣ୍ଡିପାଙ୍ଗ ଟାକୁଆ ଖାଇ ମୃତୁ ବରଣ ,ବାଲିଗୁଡା ଅଞ୍ଚଳରୁ ଏବେ ମଧ୍ୟ ଟେଲିଫୋନ ଯୋଗ। ଯୋଗ ନଥିବା କଥା କହିଥିଲେ । ଖାଦ୍ୟ ସୁରକ୍ଷା ଆଇନ ଅଧିକାର ଏହି ଜିଲ୍ଲାରେ କାମ କରୁନଥିବା କଥା କହିଥିଲେ । ଏହି ମହତ କାର୍ଯ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ,ସାଂସଦ ପ।ର୍ଥି ଶ୍ରୀ ଅମିର୍ ଚ।ନ୍ଦ୍, ନାୟକ ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ପୂର୍ବତନ ଘୁ ଉଦୟଗିରି ବିଧାୟକ ଜକବ ପ୍ରଧାନ, ବରିଷ୍ଟ କଂଗ୍ରେସ ନେତା ବସନ୍ତ ବିଶୋଇ, ରଜତ ମହାନ୍ତି, ସୂର୍ଯ୍ୟକାନ୍ତ ଦାସ, କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ଚନ୍ଦନ ପଣ୍ଡା, ଘନ ଶବର, ହେମନ୍ତ କର,ବିଜୟ ମହାନ୍ତି, ସଞ୍ଜୟ କହଁର ପ୍ରମୁଖ ଉପସ୍ଥିତ ଥିଲେ ।ପରେ ପରେ ଜିଲ୍ଲାର କର୍ମୀ ମାନଙ୍କୁ ନେଇ ପାରିଜାତ କଲ୍ୟାଣ ମଣ୍ଡପ ଠା ରେ ଏକ ସାଧାରଣ ବୈଠକ ହେଇଥିଲା ।ଦେଖିବାକୁ ବାକି ରହିଲା କଥାରେ ନ। କାର୍ଯ୍ୟରେ କହିଲା ଭଳି କର୍ମିକ ଙ୍କ କଥାରେ ଜିଲ୍ଲା ସଭାପତି ନା ନେତାଙ୍କ ମତରେ ଜିଲ୍ଲା ସଭାପତି ବଛାଯିବ ତାହା ଦେଖିବାକୁ ବାକି ରହିଲା ।
