ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି ଙ୍କୁ ଦୁରବ୍ୟବହାର ଓ ଜୋତାମାଡ଼ ପ୍ରତିବ।ଦରେ ଗର୍ଜିଲେ କନ୍ଧମାଳ ମିଳିତମଞ୍ଚ । ।
କନ୍ଧମାଳ, ଫୁଲବାଣୀ ତା୧୫/୧୦/୨୦୨୫ କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚର ସଭାପତି ଶ୍ରୀ ସମି ର ଘଟାଲ୍, ମଞ୍ଚର ଉପଦେଷ୍ଟା ଆଇନଜୀବୀ ଓ ବିଶିଷ୍ଟ ଆଦିବାସୀ ନେତା ଲମ୍ବଧର କହଁର ଓ ସମ୍ପାଦକ ସତ୍ୟନାରାୟଣ ବେହେରାଙ୍କ ନେତୃତରେ କନ୍ଧମାଳ ଜିଲ୍ଲାର ମିଳିତମଞ୍ଚର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ହଜାର ହଜାର ସଂଖ୍ୟ। ରେ ଲୋକମାନେ ଆସି ଫୁଲବାଣୀ ସର୍କିଟହାଉସ ଠାରୁ ଏକବିଶାଳ ରାଲି ମାଧ୍ୟମରେ ବାହାରି ଜିଲ୍ଲା ପାଳଙ୍କୁ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଙ୍କୁ ଯେଉଁ ମନୁବ।ଦୀ ଓକିଲ ,ରାକେଶ କିଶୋର ଶ୍ରୀ ବିଆର୍ ଗୋଭାଇ ଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଜୋତାମାଡ଼ କରିଛନ୍ତି ।ତାହାକୁ ପ୍ରତିବାଦ କରି ଏହିବିଶାଳ ରାଲି ଆୟଜନ କରାଯାଇଥିବା କଥା ସଭାପତି ସମିର୍ ଘଟାଲ୍ କହିଥିଲେ ।ଭାରତର ସର୍ବଚ୍ଚ ନ୍ୟାୟଳୟର ପ୍ରଧାନ ବିଚାର ପତି ମନୁବ।ଦୀ ଙ୍କ ଦ୍ଵାରା ପ୍ର।ୟଜିତ ଓ ପରଚିତ ଘୋର ବିରୋଧ ଓ ନିନ୍ଦା କରୁଅଛୁ । ଅନୁସୂଚିତ ଜାତି, ଜନଜାତି ଓ ସେମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ କଠୋର ପଦକ୍ଷପ । ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପାଲଙ୍କ ଜରିଆରେ ଭାରତର ମହାମହିମଙ୍କୁ ଲିଖିତ ଅଭିଯୋଗ । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଙ୍କୁ ଯୋତାମାଡ କରିଥିବା କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବା ଦେଶ ଦ୍ରହି ମାମଲା ରୁଜୁ କରାଯାଉ । ଦେଶବ୍ୟାପି ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ । ସମ୍ବିଧାନର ସୁରକ୍ଷା ନିମନ୍ତେ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି , ପଛୁଆ ବର୍ଗ, ସଂଖ୍ୟ।ଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ସାମାଜିକ, ରାଜନୈତିକ , ଅର୍ଥନୈତିକ ଓ ଧର୍ମ ନୈତିକ,ସାମ୍ପ୍ରଦାୟିକ ଅନ୍ୟାୟ ଓ ଅତ୍ୟାଚାର କୁ ତୁରନ୍ତ ବନ୍ଧ କରିବା ନିମନ୍ତେ । ନାରୀ ନିର୍ଯାତନା ବନ୍ଧ କରିବା ନିମନ୍ତେ ।କନ୍ଧମାଳର ଗ୍ର।ମଞ୍ଚଳରେ ମନୁବାଦୀ ଆର ଏସ୍ ଏସ ମାନଙ୍କ ଭିତ୍ତିହୀନ ପ୍ରଚାର ଓ ପ୍ରସାର କରି ନିରୀହ ଲୋକମାନଙ୍କୁ ଅନ୍ଧଭକ୍ତରୁ ରକିବ। ନିମନ୍ତେ । ବିଦ୍ୟାଳୟ ମାନଙ୍କରେ ମନୁବାଦୀ ଙ୍କପାଠ୍ୟ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଧ କରିବା କନ୍ଧମାଳ ଜିଲ୍ଲାର ବେକାରୀ ଯୁବକ ଯୁବତୀଙ୍କୁ ଚାକିରି ବ୍ୟବସ୍ଥା କରିବା ପାଇଁ କନ୍ଧମାଳ ଜିଲ୍ଲାର ମିଳିତ ମଞ୍ଚ ସହିତ , କୁଇସମାଜ ସମନୟ ସମିତି କନ୍ଧମାଳ,। ସର୍ବ ଭାରତୀୟ ଅନୁସୂଚିତ ଜାତି ଫେ ଡେରସନ୍ କନ୍ଧମାଳ । ପ।ଣ ସମାଜ କଲ୍ୟାଣ କମିଟି କନ୍ଧମାଳ ,ରାଷ୍ଟ୍ରୀୟ ଆଦିବାସୀ ସିଦିଉଲ୍ ଏରିଆ ସଂଘର୍ଷ ସମିତି, ରାଷ୍ଟ୍ରୀୟ ମୁସଲିମ ମାର୍ଚ୍ଚ। କନ୍ଧମାଳ ଶାଖା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମାର୍ଚ୍ଚ। କନ୍ଧମାଳ ଶାଖା ,ଓ ରାଷ୍ଟ୍ରୀୟ ପଛୁଆ ବର୍ଗ କନ୍ଧମାଳ ଶାଖା ର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।ଏହି ମହତ କାର୍ଯ୍ୟରେ ଆଦିବାସୀ ଏକତା ପରିଷଦର ରାଜ୍ୟ ସଭାପତି ଦୟାନିଧିମଲ୍ଲିକ,ବିରେନ୍ଦ୍ର କହଁର ମିଳିତ ମଞ୍ଚର ଉପଦେଷ୍ଟା ସମନ।ଥ ବାଘ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ, କୁସାଧ୍ୟକ ଶ୍ରୀ ତ୍ରିନାଥ ମାଝୀ, ସମ୍ପାଦକ ଉଦ୍ଧବ ଚନ୍ଦ୍ର ଦିଗାଲ, ଦିବାକର ଦିଗାଲ, ଅ ନାମ୍ ଦିଗାଲ, ଅନାମ ନାୟକ, ଚନ୍ଦ୍ର ମୋହନ ନାୟକ, ଚନ୍ଦ୍ର ଶେଖର ପରିଡ଼ା, ସଞ୍ଜୟ କହଁର, ହେମନ୍ତ କର, ଅନୁପ କହଁର, ଗୀତାଞ୍ଜଳି କହଁର , ମିହିର ନାୟକ, ଶିବ ସାହାଣୀ ଓ ଜିଲ୍ଲାର ଏକ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସରକାର ଯଦି ମିଳିତ ମଞ୍ଚ ଦେଇଥିବା ଦାବି ଗୁଡ଼ିକ ପୁରାଣ ନ କରନ୍ତି ।ଓ ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ପଛୁଆ ବର୍ଗ ମାଇନରିଟି ସମ୍ପ୍ରଦାୟ ବିରୁଦ୍ଧରେ ଯଦି ମନୁବ।ଦୀ ମାନେ ପୂର୍ବପରି ପ୍ରତାରଣା ଓ ପ୍ରତାରିତ କରନ୍ତି ତାହାହେଲେ ରାଜରାସ୍ତାକୁ ଓଲହଇବ। ପାଇଁ ବାଧ୍ୟ ହେବୁ ବଲି ସଭାପତି କହିଥିଲେ ।
